ଆମେ ଜାଣିଛୁ ସତ କଣ
ଅନେକ ସମୟରେ ଅଭିଷେକ ବଚ୍ଚନା ଓ ଐଶ୍ବର୍ଯ୍ୟା ରାୟଙ୍କର ବିବାହ ବିଚ୍ଛେଦ, ସମ୍ପର୍କରେ ଫାଟ ଆଦିକୁ ନେଇ ଆଲୋଚନା ହୋଇଥାଏ । ତେବେ ନିକଟରେ ଏନେଇ ମୁହଁ ଖୋଲିଛନ୍ତି ନିଜେ ଅଭିଷେକ ବଚ୍ଚନ । ଏକ ଇଭେଣ୍ଟରେ ସେ ଐଶ୍ ଓ ଆରାଧ୍ୟାକୁ ନେଇ ନିଜ ମନକଥା ପ୍ରକାଶ କରିଛନ୍ତି । ନିଜ ବିଷୟରେ ସେମାନେ ଉଭୟ (ଅଭିଷେକ ଓ ଐଶ୍ ) ସବୁକିଛି ଜାଣିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଐଶର୍ଯ୍ୟା ତାଙ୍କର ସମସ୍ତ ସତ ଜାଣିଛନ୍ତି ଏବଂ ସେ ମଧ୍ୟ ତାଙ୍କର ସମସ୍ତ ସତ ଜାଣିଛନ୍ତି ତେଣୁ ସେମାନଙ୍କ ଭିତରେ କେବେ କିଛି ସମସ୍ୟା ହିଁ ନାହିଁ । ସେମାନେ ବେଶ୍ ହସ ଖୁସିରେ ନିଜ ଜୀବନ ବଞ୍ଚୁଛନ୍ତି । ହେଲେ ସୋସିଆଲ ମିଡିଆରେ ଏହାର କଦାର୍ଥ କରାଯାଉଛି । ସେଗୁଡିକ ଗୁଜବ ଓ ଫାଲତୁ ଆଲୋଚନା ବୋଲି ଅଭିଷେକ ମତ ଦେଇଛନ୍ତି ।
Tags:




