ସୋସିଆଲ ମିଡିଆରେ ଟ୍ରୋଲ

 ସୋସିଆଲ ମିଡିଆରେ ଟ୍ରୋଲ
Ipsita Picture
By: Ipsita


ନିକଟରେ ପପୁଲାର ୟୁଟ୍ୟୁବର ଧ୍ରୁବ ରାଠି ଧୁରନ୍ଧର ଫିଲ୍ମକୁ ନେଇ ଆଲୋଚନା କରୁଥିବାର ଭିଡିଓ ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓ ଉପରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କର କମେଣ୍ଟକୁ ନେଇ ଖୁବ ଆଲୋଚନା ହେଉଥିବାର ନଜରକୁ ଆସିଛି । ଦେବୋଲିନା ଧ୍ରୁବଙ୍କୁ ବାରମ୍ବାର ଧୁରନ୍ଧର ଫିଲ୍ମ ଉପରେ ଆଲୋଚନା ନକରିବାକୁ ପରାମର୍ଶ ଦେବା ସହିତ ବାଙ୍ଗଲାଦେଶ ସମସ୍ୟା ଉପରେ କେବେ ଆଲୋଚନା କରିବେ ବୋଲି ଧ୍ରୁବଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଦେବୋଲିନାଙ୍କର ଏଭଳି କମେଣ୍ଟକୁୟୁଜର୍ସ ଟ୍ରୋଲ କରୁଥିବାର ଦେଖିବାକୁ ମିଳୁଛି ।ୟୁଜର୍ସ ଧ୍ରୁବଙ୍କର ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ସେ ଦେବୋଲିନାଙ୍କୁ ସମାଲୋଚନା କରୁଛନ୍ତି । ଧ୍ରୁବରାଠି ଜଣେୟୁଟ୍ୟୁବର ତେଣୁ ସେ କଣ ପାଇଁ ବାଙ୍ଗଲାଦେଶ ସମସ୍ୟାରେ ମୁହଁ ଖୋଲିବେ ବୋଲିୟୁଜର୍ସ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳୁଛି । ସେହିଭଳି ଦେବୋଲିନା ନିଜକୁ ମାଇଲେଜ ଦେବା ପାଇଁ ଏଭଳି ପୋଷ୍ଟ କରୁଥିବାନେଇ କିଛି ଲୋକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ସମ୍ବନ୍ଧିତ ଖବର ଆକ୍ଟିଂ ଡେବ୍ୟୁ

Tags: