ସବୁବେଳେ ମନେ ରହିବ ଶୋଲେ

ସବୁବେଳେ ମନେ ରହିବ ଶୋଲେ
Ipsita Picture
By: Ipsita

 
୧୯୭୫ରେ ରିଲିଜ୍‌ ହୁଏ ଫିଲ୍ମ ଶୋଲେ । ଭାରତୀୟ ଫିଲ୍ମ ଇତିହାସରେ ଏହି ଫିଲ୍ମଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏହି ଫିଲ୍ମରେ ଧର୍ମେନ୍ଦ୍ର, ଅମିତାଭ ଓ ହେମାମାଳିନୀଙ୍କ ଅଭିନୟ ଆଜି ବି ଜୀବନ୍ତ । ସମସ୍ତ ପିଢିର ଦର୍ଶକ ଏହି ଫିଲ୍ମର ଫ୍ୟାନ ଭାବେ ଆଜି ବି ରହିଛନ୍ତି । ଆଜି ବି ଏହି ଫିଲ୍ମର କିଛି ଏଭଳି ଡାଇଲଗ ରହିଛି ଯାହାକୁ ଦର୍ଶକ ଆଜି ବି ଗୁଣଗୁଣେଇ ଥାଆନ୍ତି । ସଲିମ ଜାଭେଦ ଯୋଡିଙ୍କର ଏହି ଲେଖାକୁ ଧର୍ମେନ୍ଦ୍ରଙ୍କ ଅଭିନୟ ଜୀବନ୍ତ କରିଥିଲା । ଫିଲ୍ମଟି ଭାରତୀୟ ସିନେମାକୁ ପୁରା ବିଶ୍ୱରେ ପରିଚିତ କରାଇଥିଲା । ବୀରୁ ଓ ଜୟ ଯୋଡି ସବୁବେଳେ ଦର୍ଶକଙ୍କ ମନରେ ଜୀବନ୍ତ ରହିବ । ହେଲେ ଆଜି ଜୟକୁ ଛାଡି ବୀରୁ ଆରପାରିରେ ଯାହା ଉଭୟଙ୍କ ଫ୍ୟାନଙ୍କୁ ଖୁବ କଷ୍ଟ ଦେଇଛି ।

ସମ୍ବନ୍ଧିତ ଖବର ବ୍ୟସ୍ତ ଅଛନ୍ତି ଟାଇଗର

jfghjk

ସମ୍ବନ୍ଧିତ ଖବର ଟ୍ରୋଲରଙ୍କୁ କଡା ଜବାବ

ଫିଲ୍ମ ତାଲିକା

ସମ୍ବନ୍ଧିତ ଖବର ଫ୍ରେସ ଚେହେରା ଦେବ ମାଇଲେଜ


ଶୋଲେ ଓ ସବନମ
ଶାଦି
ମେରା କସୁର କ୍ୟା ହେ
ଚାନ୍ଦ ଔର ସୁରଜ
ଆକାଶଦୀପ
ମମତା
ହକିକତ୍‌
ଫୁଲ ଔର ପଥର
ସତ୍ୟକାମ
ଜୀବନ ମୃତ୍ୟୁ
ମୀରା ଗାଓଁ ମେରା ଦେଶ
ଶୋଲେ ଶୋଲେ
ଚୁପକେ
ଧରମ ବୀର
ଗୁଲାମୀ
ଅପନେ
ୟମଲା ପଗଲା ଦିଓ୍ୱାନା
ଖଲି ବଲି
ରକି ଓ୍ୱର ରାନୀ କି ପ୍ରେମ କାହାନୀ

Tags: