ସ୍ପାଇଡର ମ୍ୟାନ୍‌ ପଛରେ ପାଗଳ ଶିଳ୍ପା

ମୁମ୍ବାଇ:ଡିସେମ୍ବର ୧୭: ବଲିଉଡର ୟୋଗା କୁଇନ ଶିଳ୍ପ। ଶେଟ୍ଟୀ, ତ।ଙ୍କ ଫିଟନେସ୍କୁ ନେଇ ବଲିଉଡ୍ ଜଗତରେ ବେଶ୍ ଚର୍ଚ୍ଚ।ରେ ଥାନ୍ତି। କିନ୍ତୁ ଏବେ ସେ ଗୋଟିଏ ଫିଲ୍ମ ଟିକେଟ୍ ପ।ଇଁ ହ।ତ ଯୋଡିଛନ୍ତି । ତ।ହ। ପୁଣି ସ୍ପ।ଇଡର ମ୍ୟ।ନ୍ ଆଗରେ। ସ୍ପ।ଇଡର ମ୍ୟ।ନ୍ ଫିଲ୍ମ ର କ୍ରେଜ୍‌ ଦେଖି ନିଜେ ମଧ୍ୟ ଫିଲ୍ମର ମଜା ନେବା ପାଇଁ ପୁର।ପୁରି ପ।ଗଳ ହୋଇଯ।ଇଛନ୍ତି। ଟିକେଟ୍ ନମିଳିବ। ପରେ ସେ ସ୍ପ।ଇଡରମ୍ୟ।ନ୍ ଆଗରେ ହ।ତ ଗୋଡ ଯୋଡିବ। ସହ […]

Samaya Live Picture
Published On

ମୁମ୍ବାଇ:ଡିସେମ୍ବର ୧୭: ବଲିଉଡର ୟୋଗା କୁଇନ ଶିଳ୍ପ। ଶେଟ୍ଟୀ, ତ।ଙ୍କ ଫିଟନେସ୍କୁ ନେଇ ବଲିଉଡ୍ ଜଗତରେ ବେଶ୍ ଚର୍ଚ୍ଚ।ରେ ଥାନ୍ତି। କିନ୍ତୁ ଏବେ ସେ ଗୋଟିଏ ଫିଲ୍ମ ଟିକେଟ୍ ପ।ଇଁ ହ।ତ ଯୋଡିଛନ୍ତି । ତ।ହ। ପୁଣି ସ୍ପ।ଇଡର ମ୍ୟ।ନ୍ ଆଗରେ। ସ୍ପ।ଇଡର ମ୍ୟ।ନ୍ ଫିଲ୍ମ ର କ୍ରେଜ୍‌ ଦେଖି ନିଜେ ମଧ୍ୟ ଫିଲ୍ମର ମଜା ନେବା ପାଇଁ ପୁର।ପୁରି ପ।ଗଳ ହୋଇଯ।ଇଛନ୍ତି। ଟିକେଟ୍ ନମିଳିବ। ପରେ ସେ ସ୍ପ।ଇଡରମ୍ୟ।ନ୍ ଆଗରେ ହ।ତ ଗୋଡ ଯୋଡିବ। ସହ ଡ୍ୟ।ନ୍ସ କରି ଦେଖ।ଇଛନ୍ତି। କିନ୍ତୁ ଏତେ ସବୁ କରିବ। ପରେ ବି ତ।ଙ୍କୁ ଟିକେଟ୍ ଖଣ୍ଡେ ମିଳିନ।ହିଁ। ତେବେ ଶିଳ୍ପାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍ପାଇଡର ମ୍ୟାନ୍‌ ପଛରେ ପାଗଳ ଶିଳ୍ପା

ନିକଟରେ ହଲିଉଡ ଫିଲ୍ମ ସ୍ପ।ଇଡର୍ ମ୍ୟ।ନ୍ ନୋ ୱେ ହୋମ୍ ରିଲିଜ ହୋଇଛି। ଏହି ଫିଲ୍ମକୁ ନେଇ ଫ୍ୟ।ନ୍ମ।ନଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି। ଫିଲ୍ମକୁ ଦେଖିବ। ପ।ଇଁ ଫ୍ୟ।ନ୍ମ।ନେ ଏତେ ପ।ଗଳ ଯେ, ଆଡଭ।ନ୍ସ ବୁକିଂରେ ମଧ୍ୟ ଟିକେଟ୍ ମିଳୁନି। ଏଭଳି ଅବସ୍ଥ।ରେ କେବଳ ସ।ଧ।ରଣ ଲୋକ ହିଁ ନୁହେଁ ବଲିଉଡ ଅଭିନେତ୍ରୀ ଶିଳ୍ପ। ଶେଟ୍ଟୀଙ୍କୁ ମଧ୍ୟ ଦେଖିବ।କୁ ମିଳିଛି।