happy birthday ସିଦ୍ଧାନ୍ତ!
ଓଲିଉଡର ପ୍ରଥମ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ସେ ତାଙ୍କ ସୁନ୍ଦର ଅଭିନୟ ବଳରେ ଆଜିବି ଦର୍ଶକଙ୍କ ମନରେ ରହିଛନ୍ତି।ଅନେକ ସୁପରହିଟ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଜି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଜନ୍ମଦିନ। ୧୯୯୩ ମସହାରୁ ଅଭିନୟ ଆରମ୍ଭ କରିଥିବା ସିଦ୍ଧାନ୍ତ ଏବେ ବି ଓଲିଉଡରେ ରାଜ କରୁଛନ୍ତି। ୧୯୬୬, ମେ’ ୪ରେ ଜନ୍ମିତ ସିଦ୍ଧାନ୍ତଙ୍କୁ ବୟସ ହେଲାଣି ୫୪। ହେଲେ ଏବେ ବି ସେ ପୂରା ଫିଟ ଆଉ ଫାଇନ। ଜନ୍ମଦିନର ଅନେକ […]
ଓଲିଉଡର ପ୍ରଥମ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ସେ ତାଙ୍କ ସୁନ୍ଦର ଅଭିନୟ ବଳରେ ଆଜିବି ଦର୍ଶକଙ୍କ ମନରେ ରହିଛନ୍ତି।ଅନେକ ସୁପରହିଟ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଜି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଜନ୍ମଦିନ।

୧୯୯୩ ମସହାରୁ ଅଭିନୟ ଆରମ୍ଭ କରିଥିବା ସିଦ୍ଧାନ୍ତ ଏବେ ବି ଓଲିଉଡରେ ରାଜ କରୁଛନ୍ତି। ୧୯୬୬, ମେ’ ୪ରେ ଜନ୍ମିତ ସିଦ୍ଧାନ୍ତଙ୍କୁ ବୟସ ହେଲାଣି ୫୪। ହେଲେ ଏବେ ବି ସେ ପୂରା ଫିଟ ଆଉ ଫାଇନ। ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ।
Tags:




