ଆସୁଛି ସିକୁଏଲ

ଆସୁଛି ସିକୁଏଲ
Ipsita Picture
By: Ipsita


ଫିଲ୍ମ ଥ୍ରୀ ଇଡିଏଟକୁ ସମସ୍ତେ ଖୁବ ପସନ୍ଦ କରନ୍ତି । ଏହାର କାହାଣୀ ସହିତ ଷ୍ଟାରକାଷ୍ଟ ସମସ୍ତଙ୍କର ଖୁବ ପ୍ରିୟ, ଏଥିପାଇଁ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ତେବେ ସୂଚନା ଅୁସାରେ ଫିଲ୍ମଟିର ବର୍ତ୍ତମାନ ସିକୁଏଲ ନିର୍ମାଣ ହେବାକୁ ଯାଉଛି । ଏଥିରେ ମଧ୍ୟ ପୂର୍ବଥର ଭଳି ଅମୀର ଖାନ, ସରମନ ଜୋସି ଓ ଆରମାଧବନ ନଜର ଆସିବେ । ଏହାର ସ୍କ୍ରିପଫ ବର୍ତ୍ତମାନ ଫାଇନାଲ ହୋଇଥିବା ଜଣା ପଡିଛି । ଖୁବଶୀଘ୍ର ଷ୍ଟାରକାଷ୍ଟ ନେଇ ମଧ୍ୟ ସୂଚନା ମିଳିଯିବ । ତେବେ ଏହାର ସିକୁଏଲ ଖବର ଫିଲ୍ମର ଅଗଣିତ ଫ୍ୟାନଙ୍କୁ ଖୁବ ଉତ୍ସାହିତ କରିଛି । ସମସ୍ତେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳୁଛି । ଫିଲ୍ମଟି ପୂର୍ବଥର ଭଳି ଖୁବ ଭଲ ହେବ ବୋଲିୟୁଜର୍ସ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର ସଫଳତା ପଛରେ ରହିଛି ଅନେକ ସଂଘର୍ଷ

Related Posts