ସିଦ୍ଧାର୍ଥଙ୍କୁ ମନେ ପକାଉଛନ୍ତି ସେହନାଜ୍
ମୁମ୍ବାଇ: ଡିସେମ୍ବର ୧୩: ବିଗବସ ବିଜେତା ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମ ଦିନରେ ତାଙ୍କ ଫ୍ୟାନମାନେ ତାଙ୍କୁ ମନେ ପକାଇଛନ୍ତି। ତାଙ୍କର ଏହି ସ୍ପେସାଲ ଦିନରେ ତାଙ୍କୁ ବହୁତ ଭଲ ପାଉଥିବା ସେହନାଜ ଗିଲ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ସେହି ଫଟୋରେ ସିଦ୍ଧାର୍ଥ ଏକ ଦେବଦୂତ ପରି ଦର୍ଶାଇଛନ୍ତି ସେହନାଜ। ତେବେ ଏହି ପୋଷ୍ଟକୁ ଦେଖି ସିଦ୍ଧାର୍ଥଙ୍କ ଫ୍ୟାନ ମାନେ ବେଶ୍ ଭାବୁକ ମଧ୍ୟ ହୋଇଥିବା ନଜରକୁ ଆସିଛି। https://www.instagram.com/p/CXYW0L3IwZP/?utm_source=ig_embed&ig_rid=cbbab285-319d-4104-9bc5-ccfe2a26334a ବିଗବସ ସିଜିନରେ […]

ମୁମ୍ବାଇ: ଡିସେମ୍ବର ୧୩: ବିଗବସ ବିଜେତା ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମ ଦିନରେ ତାଙ୍କ ଫ୍ୟାନମାନେ ତାଙ୍କୁ ମନେ ପକାଇଛନ୍ତି। ତାଙ୍କର ଏହି ସ୍ପେସାଲ ଦିନରେ ତାଙ୍କୁ ବହୁତ ଭଲ ପାଉଥିବା ସେହନାଜ ଗିଲ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ସେହି ଫଟୋରେ ସିଦ୍ଧାର୍ଥ ଏକ ଦେବଦୂତ ପରି ଦର୍ଶାଇଛନ୍ତି ସେହନାଜ। ତେବେ ଏହି ପୋଷ୍ଟକୁ ଦେଖି ସିଦ୍ଧାର୍ଥଙ୍କ ଫ୍ୟାନ ମାନେ ବେଶ୍ ଭାବୁକ ମଧ୍ୟ ହୋଇଥିବା ନଜରକୁ ଆସିଛି।
https://www.instagram.com/p/CXYW0L3IwZP/?utm_source=ig_embed&ig_rid=cbbab285-319d-4104-9bc5-ccfe2a26334a
ବିଗବସ ସିଜିନରେ ସିଦ୍ଧାର୍ଥ ଓ ସେହନାଜ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ତେବେ ହଠାତ ସିଦ୍ଧାର୍ଥଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ଶୁଣିବା ପରେ ତାଙ୍କ ପରିବାର ଓ ସିଡଙ୍କ ପ୍ରଶଂସକଙ୍କ ମନରେ ଶୋକର ଛାୟା ଖେଳିଯାଇଥିଲା। ତେବେ ତାଙ୍କର ଏହି ଜନ୍ମଦିନରେ ସମସ୍ତେ ତାଙ୍କୁ ମନେ ପକାଇଥିବା ଦେଖାଯାଇଛି।




