ସାରାଙ୍କ ହୋମ ଓ୍ୱାର୍କ ଆଉଟ
ସେଲିବ୍ରିଟି ଆଜିକାଲି ଘରେ ସମୟ ବିତାଉଛନ୍ତି। ଏମିତିକି ଜିମ୍ ଯିବା ମଧ୍ୟ ବନ୍ଦ କରିଛନ୍ତି। ନିଜ ଘରେ ରହି ଓ୍ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳୁଛି। ଏବେ ଏହି ସେଲିବ୍ରିଟିଙ୍କ ତାଲିକାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ନାମ ଯୋଡି ହୋଇଛି। ସାରା ନିଜ ଘରେ ଓ୍ୱାର୍କ ଆଉଟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସାରା ନିଜେ ଓ୍ୱାର୍କ ଆଉଟ ବେଳର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସାରାଙ୍କ ଏହି ପୋଷ୍ଟ ତାଙ୍କ ପ୍ରଶଂସକମାନେ ଖୁବ୍ […]
ସେଲିବ୍ରିଟି ଆଜିକାଲି ଘରେ ସମୟ ବିତାଉଛନ୍ତି। ଏମିତିକି ଜିମ୍ ଯିବା ମଧ୍ୟ ବନ୍ଦ କରିଛନ୍ତି। ନିଜ ଘରେ ରହି ଓ୍ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳୁଛି। ଏବେ ଏହି ସେଲିବ୍ରିଟିଙ୍କ ତାଲିକାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ନାମ ଯୋଡି ହୋଇଛି।

ସାରା ନିଜ ଘରେ ଓ୍ୱାର୍କ ଆଉଟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସାରା ନିଜେ ଓ୍ୱାର୍କ ଆଉଟ ବେଳର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସାରାଙ୍କ ଏହି ପୋଷ୍ଟ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି।

କିଛି ଦିନ ହେବ କୋରାନା ଭାଇରସ ପାଇଁ ସମସ୍ତ ଜିମ୍, ମଲ୍ଟିପ୍ଲେକ୍ସ, ମଲ୍, ଷ୍ଟୋର ବନ୍ଦ ରହିଛି।
Tags:




