ଜନ୍ମଦିନରେ ଭାଇଜାନଙ୍କୁ ଅର୍ପିତା ଦେବାକୁ ଚାହୁଁଛନ୍ତି ଏହି ଖାସ୍‍ ଗିଫ୍ଟ

ସମୟ ଲାଇଭ୍‍, ୨୭/୧୨: ୫୪ ବର୍ଷ ବୟସରେ ପାଦ ଦେଇଛନ୍ତି ଦବଙ୍ଗ ହିରୋ ସଲମାନ ଖାନ। ଭଉଣୀ ଅର୍ପିତା ଓ ଭଣଜା ଆହିଲଙ୍କ ସହ ମିଶି ଜନ୍ମଦିନ ପାଳନ କରିଛନ୍ତି ଭାଇଜାନ। ଏକ ଷ୍ଟ୍ରବେରୀ ସଜା ଏକ ୪ ଥାକିଆ କେକ୍‍ କାଟି ଜନ୍ମଦିନ ପାଳନ କରିଛନ୍ତି। ଏହି ଜନ୍ମଦିନ ପାର୍ଟିରେ ବଲଉଡ଼ର ଅନେକ କଳାକାର ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସେଲିବ୍ରେସନ ଭିଡ଼ିଓ ସୋସଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭଉଣୀ ଅର୍ଚ୍ଚିତା […]

Samaya Live Picture
Published On

ସମୟ ଲାଇଭ୍‍, ୨୭/୧୨: ୫୪ ବର୍ଷ ବୟସରେ ପାଦ ଦେଇଛନ୍ତି ଦବଙ୍ଗ ହିରୋ ସଲମାନ ଖାନ। ଭଉଣୀ ଅର୍ପିତା ଓ ଭଣଜା ଆହିଲଙ୍କ ସହ ମିଶି ଜନ୍ମଦିନ ପାଳନ କରିଛନ୍ତି ଭାଇଜାନ। ଏକ ଷ୍ଟ୍ରବେରୀ ସଜା ଏକ ୪ ଥାକିଆ କେକ୍‍ କାଟି ଜନ୍ମଦିନ ପାଳନ କରିଛନ୍ତି। ଏହି ଜନ୍ମଦିନ ପାର୍ଟିରେ ବଲଉଡ଼ର ଅନେକ କଳାକାର ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସେଲିବ୍ରେସନ ଭିଡ଼ିଓ ସୋସଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭଉଣୀ ଅର୍ଚ୍ଚିତା ସଲମାନଙ୍କ ଜନ୍ମଦିନକୁ ଖାସ୍‍ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଛନ୍ତି।
ଅନ୍ୟପଟେ ଦ୍ୱିତୀୟ ସନ୍ତାନର ଜନୀ ହେବାକୁ ଯାଉଥିବା ଅର୍ପିତା ସଲମାନଙ୍କୁ ଏକ ଖାସ୍‍ ଉପହାର ମଧ୍ୟ ଦେବାକୁ ଚାହୁଁଥିବା କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା। ସେ ସଲମାନଙ୍କ ଜନ୍ମଦିନ ଅବସରରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁଥିବା ସେ କହିଥିଲେ।

Tags: