ହିରାନୀଙ୍କ ଫିଲ୍ମରେ ନଜର ଆସିବେ ଶାହରୁଖ-କରୀନା

ସମୟ ଲାଇଭ୍‍,୨୧/୧: ଦର୍ଶକଙ୍କ ପସନ୍ଦର ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ପ୍ରଥମେ କିଙ୍ଗ ଖାନ୍‍ ଶାହରୁଖ ଖାନ୍‍ ଓ ଅଭିନେତ୍ରୀ କରୀନାଙ୍କ ନାମ ଆସିଥାଏ। ୨୦୧୮ରେ ଶେଷଥର ପାଇଁ ଉଭୟଙ୍କୁ ଏକାଠି ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ରାୱାନ ଚଳଚ୍ଚିତ୍ରରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ଖୁବ୍‍ ପସନ୍ଦ କରିଥିଲେ। ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ଉଭୟେ ଅଭିନୟ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହା ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇଦେଇଛି। କରୀନାଙ୍କ ଅଭିନୀତ ଫିଲ୍ମ ‘ଗୁଡ଼୍‍ ନ୍ୟୁଜ୍‍’ ତାଙ୍କୁ […]

Samaya Live Picture
Published On

ସମୟ ଲାଇଭ୍‍,୨୧/୧: ଦର୍ଶକଙ୍କ ପସନ୍ଦର ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ପ୍ରଥମେ କିଙ୍ଗ ଖାନ୍‍ ଶାହରୁଖ ଖାନ୍‍ ଓ ଅଭିନେତ୍ରୀ କରୀନାଙ୍କ ନାମ ଆସିଥାଏ। ୨୦୧୮ରେ ଶେଷଥର ପାଇଁ ଉଭୟଙ୍କୁ ଏକାଠି ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ରାୱାନ ଚଳଚ୍ଚିତ୍ରରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ଖୁବ୍‍ ପସନ୍ଦ କରିଥିଲେ। ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ଉଭୟେ ଅଭିନୟ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହା ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇଦେଇଛି।
କରୀନାଙ୍କ ଅଭିନୀତ ଫିଲ୍ମ ‘ଗୁଡ଼୍‍ ନ୍ୟୁଜ୍‍’ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବାବେଳେ ଖୁବ ଲାଲ ସିଂ ଚଡ୍‍ଢାରେ ଅମୀର ଖାନଙ୍କ ସହ ନଜର ଆସିବେ। ସେହିପରି ଫିଲ୍ମ ‘ଅଗ୍ରେଂଜି ମିଡ଼ିୟମ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ତାଙ୍କର ଆଗାମୀ ଫିଲ୍ମ ପାଇଁ କସରତ ଆରମ୍ଭ କରିଦେଇଛନ୍ତି।

Tags: