ରତନଙ୍କ ଚୁଲି ରୋଷେଇ!

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ରତନ ରାଜପୁତ ଲକ୍‌ଡାଉନ୍‌ ଯୋଗୁ ବିହାରର ଏକ ଗାଁରେ ଫସି ରହିଛନ୍ତି। ସେଠାର ସେ କିପରି ଜୀବନ ବିତାଉଛନ୍ତି ତା’ର ଭିଡିଓକରି ସବୁ ସମୟରେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। https://www.instagram.com/tv/B_ta4gqHgD4/?igshid=97zkgngvj5ib ନିକଟରେ ଏକ ଭିଡିଓ ସେ ଶେୟାର କରିଛନ୍ତି। ଭିଡିଓରେ ସେ ଚୁଲିରେ ଚଣା ମସାଲା ଓ ଭାତ କିପରି ତିଆରି ହେବ ତାହା ଶିଖାଉଛନ୍ତି। https://www.instagram.com/tv/B_oEt3QnRqp/?igshid=1315jthc2fmtk ସେ ସହଜରେ ରୋଷେଇ କରୁଥିବା ବେଳେ ଚୁଲି ଲଗାଇବା ତାଙ୍କ ପକ୍ଷେ […]

Samaya Live Picture
Published On

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ରତନ ରାଜପୁତ ଲକ୍‌ଡାଉନ୍‌ ଯୋଗୁ ବିହାରର ଏକ ଗାଁରେ ଫସି ରହିଛନ୍ତି। ସେଠାର ସେ କିପରି ଜୀବନ ବିତାଉଛନ୍ତି ତା’ର ଭିଡିଓକରି ସବୁ ସମୟରେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

https://www.instagram.com/tv/B_ta4gqHgD4/?igshid=97zkgngvj5ib

ନିକଟରେ ଏକ ଭିଡିଓ ସେ ଶେୟାର କରିଛନ୍ତି। ଭିଡିଓରେ ସେ ଚୁଲିରେ ଚଣା ମସାଲା ଓ ଭାତ କିପରି ତିଆରି ହେବ ତାହା ଶିଖାଉଛନ୍ତି।

https://www.instagram.com/tv/B_oEt3QnRqp/?igshid=1315jthc2fmtk

ସେ ସହଜରେ ରୋଷେଇ କରୁଥିବା ବେଳେ ଚୁଲି ଲଗାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।

https://www.instagram.com/tv/B_ljlPMHAc9/?igshid=1uu3g8vfummun
ରତନ ଛୋଟପରଦାର ଅତି ପରିଚିତ ନାମ। ସେ ‘ରାଧା କି ବେଟିୟା କୁଛ୍‌ କର୍‌ଦିଖାଏଗୀ’, ‘ଅଗ୍‌ଲେ ଜନମ ମୋହେ ବିଟିୟା ହି କିଯୋ’, ‘ସ୍ବୟମ୍ବର’, ‘ଜୟ ସନ୍ତୋଷୀ ମା’ ଆଦି ଧାରାବାହିକରେ ନଜର ଆସିସାରିଛନ୍ତି।

Tags: