ଖୁସି ଅଛନ୍ତି ରଶ୍ମିକା

ରଶ୍ମିକା ମନ୍ଦାନା ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକଫକୁ ନେଇ ବେଶ ଖୁସି ଅଛନ୍ତି । ଏହାର ପ୍ରମାଣ ତାଙ୍କ ସୋସିଆଲ ମିଡିଆରୁ ମିଳିଛି । ରଶ୍ମିକା ତାଙ୍କ ସୋସିଆଲ ମିଡିଆରେ ନିଜ ଅପକମିଂ ମୁଭି ସହ ଲିଙ୍କ ଥିବା କିଛି ଫଟୋ ଅପଲୋଡ କରି ନିଜର ଖୁସି ଫ୍ୟାନଙ୍କ ସହ ସେୟାର କରିଛନ୍ତି । ସୂଚନା ଅନୁସାରେ ଆଗକୁ ରଶ୍ମିକାଙ୍କୁ ତେଲୁଗୁ ଫିଲ୍ମମେକର ସନ୍ଦିପ ରାଠି ଭଙ୍ଗାଙ୍କ ଫିଲ୍ମ ଆନିମଲରେ ଦେଖିବାକୁ ମିଳିବ । ଏଥିରେ ସେ […]

Samaya Live Picture
Published On

ରଶ୍ମିକା ମନ୍ଦାନା ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକଫକୁ ନେଇ ବେଶ ଖୁସି ଅଛନ୍ତି । ଏହାର ପ୍ରମାଣ ତାଙ୍କ ସୋସିଆଲ ମିଡିଆରୁ ମିଳିଛି । ରଶ୍ମିକା ତାଙ୍କ ସୋସିଆଲ ମିଡିଆରେ ନିଜ ଅପକମିଂ ମୁଭି ସହ ଲିଙ୍କ ଥିବା କିଛି ଫଟୋ ଅପଲୋଡ କରି ନିଜର ଖୁସି ଫ୍ୟାନଙ୍କ ସହ ସେୟାର କରିଛନ୍ତି । ସୂଚନା ଅନୁସାରେ ଆଗକୁ ରଶ୍ମିକାଙ୍କୁ ତେଲୁଗୁ ଫିଲ୍ମମେକର ସନ୍ଦିପ ରାଠି ଭଙ୍ଗାଙ୍କ ଫିଲ୍ମ ଆନିମଲରେ ଦେଖିବାକୁ ମିଳିବ । ଏଥିରେ ସେ ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବେ । ଏଥିରେ ରଶ୍ମିକାଙ୍କୁ ଫିମେଲ ଲିଡ୍‌ରେ ଦେଖିବାକୁ ମିଳିବ । ଏହି ଫଟୋରେ ରଣବୀରଙ୍କୁ ଏକ ଡିଫରେଣ୍ଟରେ ଲୁକରେ ଦେଖିବାକୁ ମିଳିଛି । ତେବେ ରଶ୍ମିକାଙ୍କ ପୂର୍ବରୁ ଏହି ରୋଲ ପାଇଁ ପରୀଣିତିଙ୍କୁ ଅଫର ଦିଆଯାଇଥିଲା । ହେଲେ ସେ ନିଜର ବିଜି ୱାର୍କ ସିଡୁ୍ୟଲ କାରଣରୁ ଏହି ପ୍ରୋଜେକଫରୁ ଓହରି ଯାଇଥିଲେ । ଏହି ଫିଲ୍ମରେ ବାପା ପୁଅଙ୍କର ଏକ ଅନନ୍ୟ କାହାଣୀ ଦେଖିବାକୁ ମିଳିବ । ଏଥିରେ ରଣବୀର କପୁରଙ୍କ ବାପା ଭୂମିକାରେ ଅନିଲ କପୁରଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମକୁ ନେଇ ରଶ୍ମିକା ବେଶ ଖୁସି ଓ ଆଶାବାଦୀ ଅଛନ୍ତି ।

Tags: