ପୁଣି ଧୂମ୍‍ ମଚାଇବ ରଣବୀର-ଦୀପିକାଙ୍କ ଯୋଡ଼ି

ସମୟ ଲାଇଭ୍‍,୯/୧୨: ଖୁବ୍‍ ଶୀଘ୍ର ହିଟ୍‍ ଜୋଡ଼ି ରଣବୀର-ଦୀପିକାଙ୍କ ଯୋଡ଼ି ବଡ଼ ପରଦାରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଲଭ୍‍ ରଞ୍ଜନଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ତେବେ ପୂର୍ବରୁ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ମଧ୍ୟ ନିଆଯିବ ବୋଳି ସୂଚନା ମିଳିଛି। ଅନ୍ୟପଟେ କୌଣସି କାରଣରୁ ଅଜୟଙ୍କୁ ଏହି ଚଳଚ୍ଚିତ୍ରରୁ ବାଦ ଦିଆଯାଇଥିବା ଶୁରିବାକୁ ମିଳୁଛି। ଶେଷଥର ପାଇଁ ରଣବୀର ଓ ଦୀପିକାଙ୍କୁ ଫିଲ୍ମ ‘ତମାଶା’ରେ ,କାଠି ଦେଖିବକାକୁ ମିଳିଥିଲା। ତେବେ ଏହି ହିଟ୍‍ ଜୋଡ଼ିକୁ ଦର୍ଶକ ଅପେକ୍ଷା […]

Samaya Live Picture
Published On

ସମୟ ଲାଇଭ୍‍,୯/୧୨: ଖୁବ୍‍ ଶୀଘ୍ର ହିଟ୍‍ ଜୋଡ଼ି ରଣବୀର-ଦୀପିକାଙ୍କ ଯୋଡ଼ି ବଡ଼ ପରଦାରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଲଭ୍‍ ରଞ୍ଜନଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ତେବେ ପୂର୍ବରୁ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ମଧ୍ୟ ନିଆଯିବ ବୋଳି ସୂଚନା ମିଳିଛି। ଅନ୍ୟପଟେ କୌଣସି କାରଣରୁ ଅଜୟଙ୍କୁ ଏହି ଚଳଚ୍ଚିତ୍ରରୁ ବାଦ ଦିଆଯାଇଥିବା ଶୁରିବାକୁ ମିଳୁଛି।
ଶେଷଥର ପାଇଁ ରଣବୀର ଓ ଦୀପିକାଙ୍କୁ ଫିଲ୍ମ ‘ତମାଶା’ରେ ,କାଠି ଦେଖିବକାକୁ ମିଳିଥିଲା। ତେବେ ଏହି ହିଟ୍‍ ଜୋଡ଼ିକୁ ଦର୍ଶକ ଅପେକ୍ଷା କରି ରହିଥିବାବେଳେ ଆସନ୍ତା ଫେବଆରୀ ମାସରେ ଉଭୟଙ୍କର ଅପକମିଂ ଫିଳ୍ମ ସୁଟିଂ ଆରମ୍ଭ ହେବ।
ସୂଚନା ଥାଉ କି, ଦୀପିକା ଏବେ ଫିଲ୍ମ ‘ଛପାକ୍‍’ ଓ ‘୮୩’ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସେହିପରି ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା ପାଇ କସରତ ଚଳାଇଛନ୍ତି।

Tags: