ଆୟକର ବିଭାଗ ତରଫରୁ ଅଭିନେତା ରଜନୀକାନ୍ତଙ୍କୁ ପୁରସ୍କୃତ

ଚେନ୍ନାଇ: ଜୁଲାଇ ୨୫: ଚେନ୍ନାଇର ଆୟକର ବିଭାଗ ଦ୍ୱାରା ନିୟମିତ ଭାବେ ଟ୍ୟାକ୍ସ ଦେଉଥିବାରୁ ଅଭିନେତା ରଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଛି। ରବିବାର ଦିନ ଚେନ୍ନାଇରେ ଆୟକର ଦିବସ ପାଳନ କରାଯାଇଥିଲା। ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଯେଉଁଠାରେ ରଜନୀକାନ୍ତଙ୍କ ଝିଅ ଅଶ୍ୱର୍ଯ୍ୟା ତାଙ୍କ ପିତାଙ୍କ ତରଫରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ କରିବା ପରେ ଐଶ୍ୱର୍ଯ୍ୟ କହିଥିଲେ କି ରଜନୀକାନ୍ତଙ୍କୁ ବାପା ଭାବେ ପାଇ ସେ ବେଶ୍ ଗର୍ବିତ।

Samaya Live Picture
Published On

ଚେନ୍ନାଇ: ଜୁଲାଇ ୨୫: ଚେନ୍ନାଇର ଆୟକର ବିଭାଗ ଦ୍ୱାରା ନିୟମିତ ଭାବେ ଟ୍ୟାକ୍ସ ଦେଉଥିବାରୁ ଅଭିନେତା ରଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଛି।

ଆୟକର ବିଭାଗ ତରଫରୁ ଅଭିନେତା ରଜନୀକାନ୍ତଙ୍କୁ ପୁରସୃତ

ରବିବାର ଦିନ ଚେନ୍ନାଇରେ ଆୟକର ଦିବସ ପାଳନ କରାଯାଇଥିଲା। ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଯେଉଁଠାରେ ରଜନୀକାନ୍ତଙ୍କ ଝିଅ ଅଶ୍ୱର୍ଯ୍ୟା ତାଙ୍କ ପିତାଙ୍କ ତରଫରୁ ପୁରସ୍କାର ଗ୍ରହଣ କରିଥିଲେ।

ପୁରସ୍କାର ଗ୍ରହଣ କରିବା ପରେ ଐଶ୍ୱର୍ଯ୍ୟ କହିଥିଲେ କି ରଜନୀକାନ୍ତଙ୍କୁ ବାପା ଭାବେ ପାଇ ସେ ବେଶ୍ ଗର୍ବିତ।