ନିଆରା ଚରିତ୍ର ପାଇଁ କସରତ

ନିଆରା ଚରିତ୍ର ପାଇଁ କସରତ
Ipsita Picture
By: Ipsita

 

Read More ଗର୍ଭବତୀ କଥା ଗୁଜବ

୨୦୨୫ ବହୁପ୍ରତିକ୍ଷୀତ ଫିଲ୍ମ ତାଲିକାରେ ସବୁଠାରୁ ଆଗରେ ରହିଛି ଧୁରନ୍ଧର । ଯେଉଁଥିରେ ଦର୍ଶକ ରଣବୀର ସିଂଙ୍କୁ ଦେଖିବାକୁ ପାଇବେ । ତେବେ ଏଥିରେ ଆର୍ ମାଧବନଙ୍କୁ ଏକ ନୂଆ ଅବତାରରେ ଦର୍ଶକ ଦେଖିବେ । ଏହି ଆକସନ ଡ୍ରାମାରେ ସଞ୍ଜୟ ଦତ୍ତ, ଆର୍ ମାଧବନ, ଅକ୍ଷୟ ଖନ୍ନା, ଅର୍ଜୁନ ରାମ୍ପପାଲଙ୍କ ସହିତ ଆହୁରି ଷ୍ଟାରଙ୍କୁ ଦେଖିବେ । ବର୍ତ୍ତମାନ ଫିଲ୍ମର ଟ୍ରେଲରକୁ ଦର୍ଶକ ଅପେକ୍ଷା କରିଥିବା ସମୟରେ ଏକ ପୋଷ୍ଟର ରିଲିଜ ହୋଇଛି, ଯାହା ଦର୍ଶକଙ୍କ ଏକ୍ସଟାଇଟମେଣ୍ଟକୁ ବଢାଇଛି । ଏହି ପୋଷ୍ଟରରେ ଆରମାଧବନଙ୍କର ଏକ ଭିନ୍ନ ଅବତାରକୁ ସ୍ଥାନ ଦିଆଯାଉଛି । ଏହା ରିଲିଜ ହେବାପରେ ଦର୍ଶକ ଖୁବ ଭଲପାଇବା ଦେବାରେ ଲାଗିଛନ୍ତି । ଫିଲ୍ମଟି ସୁପରହିଟ ହେବ ବୋଲି ମେକର୍ସ ଆଶା ରଖିଛନ୍ତି । ସେହିଭଳି ଫିଲ୍ମଟିର କାହାଣୀ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ପୁରା ଟିମ ଆଶାବାଦୀ ରହିଛି ।

Read More ପୁଣି ଏକ ବଡ ପ୍ରୋଜେକ୍ଟରେ

Related Posts