ପ୍ରିୟଙ୍କା ଓ ନିକ୍‍ କିଣିଲେ ୧୪୪ କୋଟି ଟଙ୍କାର ଘର

ସମୟ ଲାଇଭ,୧୪/୧୧: ଆମେରିକାର ଲସ ଏଞ୍ଜେଲେସ୍‍ ସହରରେ ବଲିଓଡ଼ କ୍ୱିନ୍‍ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ କିଣିଛନ୍ତି ଏକ ବିଳାସମୟ ଘର। ଯାହାର ଆନୁମାନିକ ମୂଲ୍ୟ ୧୪୪ କୋଟି ଟଙ୍କା ବୋଲି ଜଣାପଡିଛି। ନିକ ତାଙ୍କର ବ୍ୟାଚଲର ଘରକୁ ବିକ୍ରି କରିଦେଇଛନ୍ତି ଏବଂ ସେ ପ୍ରିୟଙ୍କାଙ୍କ ସହିତ ଗୋଟିଏ ଘରେ ରହିବା ପାଇଁ ଏକ ଘର ଖୋଜିବା ସନ୍ଧାନରେ ଥିଲେ। ୨୦,୦୦୦ ବର୍ଗ ଫୁଟର ସମ୍ପତି କିଣିଛନ୍ତି ଏବଂ ଏଥିପାଇଁ ସେମାନେ ୧୪୪ କୋଟି […]

Samaya Live Picture
Published On

ସମୟ ଲାଇଭ,୧୪/୧୧: ଆମେରିକାର ଲସ ଏଞ୍ଜେଲେସ୍‍ ସହରରେ ବଲିଓଡ଼ କ୍ୱିନ୍‍ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ କିଣିଛନ୍ତି ଏକ ବିଳାସମୟ ଘର। ଯାହାର ଆନୁମାନିକ ମୂଲ୍ୟ ୧୪୪ କୋଟି ଟଙ୍କା ବୋଲି ଜଣାପଡିଛି। ନିକ ତାଙ୍କର ବ୍ୟାଚଲର ଘରକୁ ବିକ୍ରି କରିଦେଇଛନ୍ତି ଏବଂ ସେ ପ୍ରିୟଙ୍କାଙ୍କ ସହିତ ଗୋଟିଏ ଘରେ ରହିବା ପାଇଁ ଏକ ଘର ଖୋଜିବା ସନ୍ଧାନରେ ଥିଲେ। ୨୦,୦୦୦ ବର୍ଗ ଫୁଟର ସମ୍ପତି କିଣିଛନ୍ତି ଏବଂ ଏଥିପାଇଁ ସେମାନେ ୧୪୪ କୋଟି (୨୦ ମିଲିୟନ ଡଲାର ) ଖର୍ଚ୍ଚ କରିଛନ୍ତି । ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ପ୍ରସସ୍ତ କୋଠରୀ ରହିଛି ଏହି ଘରେ। ସବୁପ୍ରକାର ଅତ୍ୟାଧୁନିକ ବିଳାସବ୍ୟସନରେ ପରିପୂର୍ଣ୍ଣ ଏହି ଘରେ ଏବେ ସାଙ୍ଗ ହୋଇ ରହିବେ ପିୟଙ୍କା ଓ ନିକ୍‍। ନୂଆ ଘର କିଣିବା ପରେ ପ୍ରୟଙ୍କାଙ୍କ ଆଗାମୀ ପଦକ୍ଷେପ ମା’ହେବେ ବୋଲି ସେ କହିଛନ୍ତି।

Tags: