ହ୍ରିତିକଙ୍କ ପ୍ରଶଂସା

ହ୍ରିତିକଙ୍କ ପ୍ରଶଂସା
Ipsita Picture
By: Ipsita
Published On

 

ନିକଟରେ ରିଲିଜ ହୋଇଥିବା ଫିଲ୍ମ ଧୁରନ୍ଦରର ହ୍ରିତିକ ରୋଶନ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀକୁ ପ୍ରଶଂସା କରିଛନ୍ତି ହ୍ରିତିକ । ହେଲେ ଫିଲ୍ମର ରାଜନୀତିକ ଆଙ୍ଗେଲକୁ ନେଇ ହ୍ରିତିକ ଟିକେ ଚିନ୍ତା ପ୍ରକଟ କରିଛନ୍ତି । ନହେଲେ ଅନ୍ୟ ସମସ୍ତ କଥାର ସେ ଖୁବ ପ୍ରଶଂସା କରିଛନ୍ତି। ମୁଖ୍ୟ ଚରିତ୍ରରେ ଥିବା ରଣବୀର, ଆମାଧବନ, ଅକ୍ଷୟ ଖାନା, ,ସଞ୍ଜୟ ଦତ୍ତ, ଅର୍ଜୁନ ରାମ୍ପପାଲ ସମସ୍ତଙ୍କର ଖୁବ ପ୍ରଶଂସା ହ୍ରିତିକ କରିଛନ୍ତି । ଫିଲ୍ମଟି ଖୁବ ଭଲ ହୋଇଥିବା ସେ କହିଛନ୍ତି । ଦର୍ଶକଙ୍କୁ ମଧ୍ୟ ଏହି ସିନେମାଟି ଖୁବ ପସନ୍ଦ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Tags: