ପପୁଲାର ଖାନ୍
ନିକଟରେ ଓସ୍କାର ବିଜେତା ପ୍ରଯୋଜକ ଗୁରନିତ୍ କୌରଙ୍କର ଏକ ମନ୍ତବ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ଗୁରନିତ ସଲମାନଙ୍କୁ ସବୁଠାରୁ କମ ପପୁଲାର ଖାନ୍ ବୋଲି ମନ୍ତବ୍ୟ ଦେଇଛନ୍ତି । ସେ ସଲମାନଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନାହାନ୍ତି । ଅନ୍ୟ ଦୁଇଖାନ ଅର୍ଥାତ ଶାହରୁଖ ଖାନ ଓ ଅମିର ଖାନଙ୍କ ସହିତ ସେ ମିଶିଛନ୍ତି ତେଣୁ ଉଭୟ ତାଙ୍କୁ ଖୁବ ଭଲ ଲାଗନ୍ତି । ତେବେ ସେ ଏହାକୁ କୌଣସି ଶତ୍ରୁତା ରଖି […]
ନିକଟରେ ଓସ୍କାର ବିଜେତା ପ୍ରଯୋଜକ ଗୁରନିତ୍ କୌରଙ୍କର ଏକ ମନ୍ତବ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ଗୁରନିତ ସଲମାନଙ୍କୁ ସବୁଠାରୁ କମ ପପୁଲାର ଖାନ୍ ବୋଲି ମନ୍ତବ୍ୟ ଦେଇଛନ୍ତି । ସେ ସଲମାନଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନାହାନ୍ତି । ଅନ୍ୟ ଦୁଇଖାନ ଅର୍ଥାତ ଶାହରୁଖ ଖାନ ଓ ଅମିର ଖାନଙ୍କ ସହିତ ସେ ମିଶିଛନ୍ତି ତେଣୁ ଉଭୟ ତାଙ୍କୁ ଖୁବ ଭଲ ଲାଗନ୍ତି । ତେବେ ସେ ଏହାକୁ କୌଣସି ଶତ୍ରୁତା ରଖି ନୁହେଁ ବରଂ ନିଜର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ମତ ରଖିଛନ୍ତି । ଶାହରୁଖ ଖାନ୍ ତାଙ୍କର ପିଲାଦିନର କ୍ରସ ବୋଲି ଗୁନିତ ମତ ଦେଇଛନ୍ତି । ତେବେ ଗୁନିତଙ୍କର ଷ୍ଟେଟମେଣ୍ଟ ସୋସିଆଲ ମିଡିଆର ଖୁବ ଭାଇରାଲ ହେବାରେ ଲାଗିଛି ।




