ବିନମ୍ର ସାରା
ସାରାଅଲ୍ଲୀ ଖାନ୍ ସବୁବେଳେ ନିଜ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥାଆନ୍ତି । କେବଳ ଅଭିନୟ ନୁହେଁ ନିଜର ବିନମ୍ର ବ୍ୟବହାର ପାଇଁ ମଧ୍ୟ ସେ ପରିଚିତ । ସେ ଗଣମାଧ୍ୟମ ପ୍ରତିନିଧି ହୁଅନ୍ତୁ କିମ୍ବା ସାଧାରଣ ଲୋକ ସମସ୍ତଙ୍କୁ ସେ ସବୁବେଳେ ଖୁବ ଭଲ ବ୍ୟବହାର କରନ୍ତି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସାରା କିଛି ଲୋକଙ୍କୁ ଖାଦ୍ୟପୁଡିଆ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ସାରାଙ୍କର […]
ସାରାଅଲ୍ଲୀ ଖାନ୍ ସବୁବେଳେ ନିଜ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥାଆନ୍ତି । କେବଳ ଅଭିନୟ ନୁହେଁ ନିଜର ବିନମ୍ର ବ୍ୟବହାର ପାଇଁ ମଧ୍ୟ ସେ ପରିଚିତ । ସେ ଗଣମାଧ୍ୟମ ପ୍ରତିନିଧି ହୁଅନ୍ତୁ କିମ୍ବା ସାଧାରଣ ଲୋକ ସମସ୍ତଙ୍କୁ ସେ ସବୁବେଳେ ଖୁବ ଭଲ ବ୍ୟବହାର କରନ୍ତି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସାରା କିଛି ଲୋକଙ୍କୁ ଖାଦ୍ୟପୁଡିଆ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ସାରାଙ୍କର ଏଭଳି ବ୍ୟବହାରକୁ ତାଙ୍କ ଫ୍ୟାନ ଖୁବ ଭଲପାଇବା ଦେଇଛନ୍ତି । ଜଣେ ଭଲ ଅଭିନେତ୍ରୀ ସହିତ ସାରା ଖୁବ ସୁନ୍ଦର ମଣିଷ ବୋଲି ସେମାନେ ଏହି ଭିଡିଓରେ କମେଣ୍ଟ ଦେଇଛନ୍ତି । ଆଗକୁ ସାରାଙ୍କର ଅନେକ ପ୍ରୋଜେକଫ ଆସିବାକୁ ଯାଉଛି । ଆଗକୁ ତାଙ୍କର ‘ମେଟ୍ରୋ ଇନ୍ ଦିନୋ’, ‘ସ୍କାଏ ଫୋର୍ସ’ ଆଦି ଫିଲ୍ମ ପରଦାକୁ ଆସିବାକୁ ବାକି ଅଛି । ଏହା ସହିତ ଆଉ ଏକ ଅନ୍ଟାଇଟେଲï ଫିଲ୍ମ ମଧ୍ୟ




