ପ୍ଲାନ କରୁଛନ୍ତି ହେରିଟେଜ ୱେଡିଂ
By: Ipsita
ସମ୍ବନ୍ଧିତ ଖବର ମିଳୁଛି ଖୁବ ପ୍ରଶଂସା
ଚର୍ଚ୍ଚା ଅନୁସାରେ ଖୁବ ଜଲଦି ଶ୍ରଦ୍ଧା କପୁର ହାତରୁ ଦି ହାତ ହେବାକୁ ଯାଉଛନ୍ତି । ତେବେ ଶ୍ରଦ୍ଧା ନିଜ ପାଇଁ ଏକ ହେରିଟେଜ ୱେଡିଂ ପ୍ଲାନ କରୁଥିବାନେଇ ବର୍ତ୍ତମାନ ନୂଆ ଆଲୋଚନା ହେଉଛି । ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । କିନ୍ତୁ ଫ୍ୟାନମାନେ ଏହାକୁ ନେଇ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ଲୋକମାନେ ସମସ୍ତେ ଶ୍ରଦ୍ଧାଙ୍କୁ ଶୁଭେଚ୍ଛା ଦେଉଥିହା ଦେଖିବାକୁ ମିଳୁଛି । ଆଲୋଚନା ଅନୁସାରେ ଏହି ବିବାହ ଉଦୟପୁରରେ ଅନୁଷ୍ଠିତ ହେବ । ହେଲେ ଶ୍ରଦ୍ଧା କପୁରଙ୍କ ଭାଇ ଏ ଖବର ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଏ ସମ୍ପର୍କରେ କିଛି ଜାଣିନଥିବା ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ ଶ୍ରଦ୍ଧା ନିଜର ଲଙ୍ଗଟାଇମ ବୟଫ୍ରେଣ୍ଡଙ୍କୁ ହିଁ ବିବାହ କରିବେ ନେଇ ଚର୍ଚ୍ଚା ହେଉଛି ।
ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ
Tags:



