ଗୋଟିଏ ଗୀତ କରିଥିଲା ହିଟ
By: Ipsita
Read More ସାହସୀ ରସିକା
ନବେଦଶକର ହିଟ ନାୟିକାଙ୍କ ଭିତରେ ସୋନାଲୀ ବେନ୍ଦ୍ରେଙ୍କ ନାଁ ସବୁଠାରୁ ଆଗରେ ରହିଥାଏ । ତାଙ୍କ ନିଖୁଣ ଅଭିନୟ ଓ ସୌନ୍ଦର୍ଯ୍ୟପାଇଁ ସେ ସବୁବେଳେ ଦର୍ଶକଙ୍କର ପ୍ରଥମ ପସନ୍ଦ ଥାଆନ୍ତି । ତେବେ ସୋନାଲୀଙ୍କ ସଫଳତା ପଛରେ ଗୋଟିଏ ଗୀତର ବିଶେଷଭାବେ ହାତ ରହିଛି । ଗୀତ ହମ୍ମାହମ୍ମାରୁ ତାଙ୍କୁ ଖୁବ ସଫଳତା ମିଳିଥିଲା । ସମସ୍ତେ ତାଙ୍କୁ ଏହି ଗୀତରୁ ଖୁବ ପସନ୍ଦ କରିବା ଆରମ୍ଭ କରିଥିଲେ । ତାଙ୍କ କ୍ୟାରିୟର ପାଇଁ ଏହି ଗୀତଟି ଖୁବ ଲକି ସାବସ୍ତ୍ୟ ହୋଇଥିଲା । ହେଲେ ଏହି ଗୀତ କରିବା ଆଗରୁ ସୋନାଲୀ ଖୁବ ଡରିଥିଲେ, କାରଣ ସେ ପ୍ରଫେସନାଲ ଡ୍ୟାନ୍ସର ନଥିଲେ । ତେଣୁ ଗୀତରେ ନାଚିବାକୁ ସେ ଖୁବ ଡରିଥିଲେ । ହେଲେ ପରେ ଏହି ଗୀତ ତାଙ୍କୁ ଖୁବ ଫେମ ଦେଇଥିଲା, ଯାହା ତାଙ୍କ କ୍ୟାରିୟରର ଟର୍ଣ୍ଣି ପଏଣ୍ଟ ସାଜିଥିଲା ।
Read More ଅଦିନେ ଅସ୍ତ
Tags:


