ଦେଖିବାକୁ ମିଳିବ ନୂଆ କେମେଷ୍ଟ୍ରୀ
ବର୍ତ୍ତମାନ ଅଭିନେତା ମହେଶବାବୁ ନିଜର ଅପକମିଂ ପ୍ରୋଜେକ୍ଟ ଏସଏସଏମବି୨୯କୁ ନେଇ ବ୍ୟସ୍ତ ଅଛନ୍ତି । ତେବେ ଏହି ଫିଲ୍ମରେ ଏକ ଡ୍ୟାନ୍ସ ନମ୍ବର ଦର୍ଶକ ଦେଖିବାକୁ ପାଇବେ ଯାହାକୁ ନେଇ ଚର୍ଚ୍ଚା ହେଉଛି । ଏଥିରେ ଦର୍ଶକ ମହେଶ ବାବୁଙ୍କ ସହିତ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ପାଇବେ । ତେଣୁ ପିସି ଓ ମହେଶଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଗୀତଟିର କୋରିଓଗ୍ରାଫର ରାଜୁ ସୁନ୍ଦରାମ କରିବେ ବୋଲି […]
ବର୍ତ୍ତମାନ ଅଭିନେତା ମହେଶବାବୁ ନିଜର ଅପକମିଂ ପ୍ରୋଜେକ୍ଟ ଏସଏସଏମବି୨୯କୁ ନେଇ ବ୍ୟସ୍ତ ଅଛନ୍ତି । ତେବେ ଏହି ଫିଲ୍ମରେ ଏକ ଡ୍ୟାନ୍ସ ନମ୍ବର ଦର୍ଶକ ଦେଖିବାକୁ ପାଇବେ ଯାହାକୁ ନେଇ ଚର୍ଚ୍ଚା ହେଉଛି । ଏଥିରେ ଦର୍ଶକ ମହେଶ ବାବୁଙ୍କ ସହିତ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ପାଇବେ । ତେଣୁ ପିସି ଓ ମହେଶଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଗୀତଟିର କୋରିଓଗ୍ରାଫର ରାଜୁ ସୁନ୍ଦରାମ କରିବେ ବୋଲି ଶୁଣିବାକୁ ମିଳୁଛି । ତେବେ ଏନେଇ ମେକର୍ସଙ୍କ ପକ୍ଷରୁ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ରିଲିଜ କରାଯାଇନାହିଁ । ଦର୍ଶକ କିନ୍ତୁ ଏନେଇ ଆଲୋଚନା ଆରମ୍ଭ କରି ସାରିଛନ୍ତି ।




