ଡିସେମ୍ବରରେ ପରଦାକୁ ଆସୁଛି ଚଳଚ୍ଚିତ୍ର ମିଶିରି

ଭୁବନେଶ୍ୱର:ନିର୍ମଲ୍ ଜୈସୱାଲ୍ ପ୍ରଡ଼କସନ୍ , ରିଲ୍ସ ଏନ ରିଲ୍ସ ଏବଂ ଏ ଏ ଏଣ୍ଟରଟେଣ୍ଟମେଣ୍ଟ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର “ମିଶିରି’ର ରିଳିଜ ଡେଟ ଅନାଉନ୍ସମେଣ୍ଟ ପ୍ରେସ ମିଟ ଭୁବନେଶ୍ବର ପ୍ରେସିଡେନ୍ସି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଚଳଚ୍ଚିତ୍ରର ପ୍ରେସ ମିଟ ରେ ପ୍ରଯୋଜକ ନିର୍ମଲ୍ ଜୈସୱାଲ୍ ଲ୍, ସହ ପ୍ରଯୋଜକ ସ୍ଥିତ ପଟ୍ଟନାୟକ & ଆକାଂକ୍ଷା ପାଢୀ,ଲେଖକ ଶିବା,ନିର୍ଦ୍ଦେଶକ ଶିଶିର ପିନାକୀ,ସଙ୍ଗୀତ – ଅଭିଷେକ, ଇଶାନ,କୌଶିକ,ପ୍ରଚାର ଓ ପ୍ରସାର ମୁଖ୍ୟ ଅଭିଜିତ ସିଂ, ଅଭିନେତା ଭିଭାସ […]

Samaya Live Picture
Published On

ଭୁବନେଶ୍ୱର:ନିର୍ମଲ୍ ଜୈସୱାଲ୍ ପ୍ରଡ଼କସନ୍ , ରିଲ୍ସ ଏନ ରିଲ୍ସ ଏବଂ ଏ ଏ ଏଣ୍ଟରଟେଣ୍ଟମେଣ୍ଟ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର “ମିଶିରି’ର ରିଳିଜ ଡେଟ ଅନାଉନ୍ସମେଣ୍ଟ ପ୍ରେସ ମିଟ ଭୁବନେଶ୍ବର ପ୍ରେସିଡେନ୍ସି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଚଳଚ୍ଚିତ୍ରର ପ୍ରେସ ମିଟ ରେ ପ୍ରଯୋଜକ ନିର୍ମଲ୍ ଜୈସୱାଲ୍ ଲ୍, ସହ ପ୍ରଯୋଜକ ସ୍ଥିତ ପଟ୍ଟନାୟକ & ଆକାଂକ୍ଷା ପାଢୀ,ଲେଖକ ଶିବା,ନିର୍ଦ୍ଦେଶକ ଶିଶିର ପିନାକୀ,ସଙ୍ଗୀତ – ଅଭିଷେକ, ଇଶାନ,କୌଶିକ,ପ୍ରଚାର ଓ ପ୍ରସାର ମୁଖ୍ୟ ଅଭିଜିତ ସିଂ, ଅଭିନେତା ଭିଭାସ ପ୍ରସନଜିତ, ଅଭିନେତ୍ରୀ ରୂପଶ୍ରୀ ସମେତ ବିଭିନ୍ନ ଗଣମାଧ୍ଯମ ବନ୍ଧୁଗଣ ଉପସ୍ଥିତ ଥିଲେ।

ମିଶିରି ସିନେମା ଟି ଏକ ରୋମାଣ୍ଟିକ ଫିଲ୍ମ ହୋଇଥିବା ବେଳେ ନିଜ ହୃଦୟସ୍ପର୍ଶୀ କାହାଣୀ ଦ୍ବାରା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ। ଏହି ଫିଲ୍ମରେ ରୋମାଣ୍ଟିକ ରଙ୍ଗର ଛିଟା ସହିତ କାହାଣୀରେ ବିଭିନ୍ନ ମୋଡରେ ଭରି ରହିଥବା ଟ୍ଵିଷ୍ଟ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖୁବ। ସାମ୍ବାଦିକ ମାନଙ୍କୁ ଉତ୍ତର ଦେଇ ସହ ପ୍ର ପ୍ରଯୋଜକ ସ୍ଥିତ ପଟ୍ଟନାୟକ କହିଥିଲେ,ଯେ ମିଶିରି ଫିଲ୍ମଟି ଯୁବପିଢୀ ମାନକ ମାନଙ୍କୁ ପସନ୍ଦ ଆସିବ।

Tags: