ପ୍ରେମରେ ନୋରା

ପ୍ରେମରେ ନୋରା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଗ୍ରାମୀ ଆୱାର୍ଡସ୍

ନୋରା ଫତେହି ସବୁବେଳେ ନିଜର ଡ୍ୟାନ୍ସ ପାଇଁ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ନିକଟରେ ନିଡର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ନୋରା । ତାଙ୍କ ଡେଟିଂ ଖବର ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି । ସେ ଜଣେ ସେଲିବ୍ରିଟି ଫୁଟବଲରଙ୍କୁ ଡେଟ୍ କରୁଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ଜାରି ରହିଛି । ଏପରିକି ନୋରା ସେହି ଫୁଟବଲରଙ୍କ ସହିତ ସମୟ କାଟିବା ପାଇଁ ମୋରୋକ୍କ ମଧ୍ୟ ଯାଇଛନ୍ତି  ଏବଂ ସେଠାରେ ସେହୁ ଫୁଟବଲରଙ୍କ ମ୍ୟାଚ ଉପଭୋଗ କରିବାନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ଉଭୟଙ୍କୁ ଦୁବାଇରେ ଏକାଠି ଦେଖିବାକୁ ମିଳିଥିଲା ବର୍ତ୍ତମାନ ମୋରକ୍କ ତେଣୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କଥିବାନେଇ ଫ୍ୟାନମାନେ ଆକଳନ କରୁଛନ୍ତି । ସେହିଭଳି ନୋରାଙ୍କର ଆଗକୁ କିଛି ପ୍ରୋଜେକ୍ଟ ଆସିବାକୁ ମଧ୍ୟ ବାକି ରହିଛି ।

ସମ୍ବନ୍ଧିତ ଖବର ବିବାହ କଥା ମିଛ

Tags: