ଆଖି ବୁଜିଲେ ନୱାଜଙ୍କ ସାନ ଭଉଣୀ

ସମୟ ଲାଇଭ୍‍,୭/୧୨: ବଲିଉଡ଼୍‍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସାନ ଭଉଣୀ ସାୟମା ତମଶୀ ସିଦ୍ଦିକୀଙ୍କ ଦେହାନ୍ତ ହୋଇଯାଇଛି। କର୍କଟରେ ପିଡ଼ିତ ସାୟମା ମହାରାଷ୍ଟ୍ରର ପୁଣେ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୬ ବର୍ଷିୟ ସାୟମା ୮ ବର୍ଷ ହେଲା ସ୍ତନ କର୍କଯରେ ପିଡ଼ିତ ଥିଲେ। ତେବେ ମୃତ୍ୟୁବେଳକୁ ନୱାଜ ଆମେରିକାରେ ସୁଟିଂ ପାଇଁ ଥିଲେ। ତେବେ ଖବର ପାଇ ସେ ସେଠାରୁ ଫେରିଥିବା ଜରା ପଡ଼ିଛି। ଅନ୍ୟପଟେ ନୱାଜଙ୍କ ସାନଭାଇ ତାଙ୍କ ମୃତ […]

Samaya Live Picture
Published On

ସମୟ ଲାଇଭ୍‍,୭/୧୨: ବଲିଉଡ଼୍‍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସାନ ଭଉଣୀ ସାୟମା ତମଶୀ ସିଦ୍ଦିକୀଙ୍କ ଦେହାନ୍ତ ହୋଇଯାଇଛି। କର୍କଟରେ ପିଡ଼ିତ ସାୟମା ମହାରାଷ୍ଟ୍ରର ପୁଣେ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୬ ବର୍ଷିୟ ସାୟମା ୮ ବର୍ଷ ହେଲା ସ୍ତନ କର୍କଯରେ ପିଡ଼ିତ ଥିଲେ। ତେବେ ମୃତ୍ୟୁବେଳକୁ ନୱାଜ ଆମେରିକାରେ ସୁଟିଂ ପାଇଁ ଥିଲେ। ତେବେ ଖବର ପାଇ ସେ ସେଠାରୁ ଫେରିଥିବା ଜରା ପଡ଼ିଛି। ଅନ୍ୟପଟେ ନୱାଜଙ୍କ ସାନଭାଇ ତାଙ୍କ ମୃତ ଶରୀରକୁ ତାଙ୍କ ବାସଭବନକୁ ଆଣିଥିବା ସୂଚନା ମିଳିଛି।

Tags: