ହଟକେ ଚରିତ୍ରରେ ମୃଣାଳ

ହଟକେ ଚରିତ୍ରରେ ମୃଣାଳ
Ipsita Picture
By: Ipsita
Published On

 

ନିର୍ଦ୍ଦେଶକ ଶାନିଲ୍ ଦେଓଙ୍କ ଚଳଚ୍ଚିତ୍ର ଡକୈତ ରିଲିଜ ହୋଇସାରିଛି ଏଥିରେ ଆଦିଭିଶେଷ ଏବଂ ମୃଣାଳ ଠାକୁରଙ୍କୁ ପରଦାରେ ଦେଖିବାକୁ ମିଳିବ  ଏହି ଥ୍ରୀଲର ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ରହିଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା  ହେଉଛି ଏଥିରେ ଅନୁରାଗ କଶ୍ୟପ, ପ୍ରକାଶ ରାଜ, ସୁନୀଲ, ଅତୁଲ କୁଲକର୍ଣ୍ଣୀ, ଜୈନ୍ ମ୍ୟାରି ଖାନ୍ ଏବଂ କାମାକ୍ଷୀ ଭାସ୍କରଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ସେହିଭଳି ଏଥିରେ ମୃଣାଳଙ୍କ ଏକ ଭିନ୍ନ ଅବତାର ଦେଖିବାକୁ ମିଳିବ  ଦର୍ଶକଙ୍କୁ ଏହି ଚରିତ୍ର ଖୁବ ପସନ୍ଦ ଆସିବ ବୋଲି ମୃଣାଳ ଆଶା ରଖିଛନ୍ତି  ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଅନ୍ଦାଜରେ ସପ୍ରାଇଜ କରୁଥିବା ମୃଣାଳ ଏଥର ମଧ୍ୟ ଦର୍ଶକଙ୍କୁ ଖୁବ ଭଲ ସିନେମା ଦେଇଛନ୍ତିବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି  ସେହିଭଳି ଆଦିଭିଶେଷ  ମୃଣାଳଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି 

Tags: