କନିଆଁ ସାଜିଲେ ମୌନୀ
ନୂଆଦିଲ୍ଳୀ :ଜାନୁଆରୀ ୨୭: ବଲିଉଡର ବିବାହ ସିଜିନରେ ସାମିଲ ହୋଇଛନ୍ତି ନାୟିକା ମୌନୀ ରୟ। ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବ। ବୟଫ୍ରେଣ୍ଡ ବିଜନେସମ୍ୟ।ନ ସୁରଜ ନ।ମ୍ବିଆରଙ୍କ ସହ ବିବାହ କରିଛନ୍ତି ମୌନୀ । ଉଭୟଙ୍କ ବିବ।ହ ହିନ୍ଦୁ ପରମ୍ପର। ଅନୁଯ।ୟୀ, ବଙ୍ଗ।ଳୀ ଏବଂ ସ।ଉଥ ଇଣ୍ଡିଆନ୍ ହିସ।ବରେ ଦୁହେଁ ସ।ତ ଫେରେ ନେଇଛନ୍ତି। ତେବେ ସୋସିଆଲ ମିଡିଆରେ ଭ।ଇର।ଲ ହେଉଥିବ। ତାଙ୍କ ବିବାହ ଫଟୋ ଖୁବ୍ ସେୟ।ର କର।ଯ।ଇଛି । ଏହି କ।ର୍ଯ୍ୟକ୍ରମରେ ମୌନିଙ୍କର […]
ନୂଆଦିଲ୍ଳୀ :ଜାନୁଆରୀ ୨୭: ବଲିଉଡର ବିବାହ ସିଜିନରେ ସାମିଲ ହୋଇଛନ୍ତି ନାୟିକା ମୌନୀ ରୟ। ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବ। ବୟଫ୍ରେଣ୍ଡ ବିଜନେସମ୍ୟ।ନ ସୁରଜ ନ।ମ୍ବିଆରଙ୍କ ସହ ବିବାହ କରିଛନ୍ତି ମୌନୀ । ଉଭୟଙ୍କ ବିବ।ହ ହିନ୍ଦୁ ପରମ୍ପର। ଅନୁଯ।ୟୀ, ବଙ୍ଗ।ଳୀ ଏବଂ ସ।ଉଥ ଇଣ୍ଡିଆନ୍ ହିସ।ବରେ ଦୁହେଁ ସ।ତ ଫେରେ ନେଇଛନ୍ତି।
ତେବେ ସୋସିଆଲ ମିଡିଆରେ ଭ।ଇର।ଲ ହେଉଥିବ। ତାଙ୍କ ବିବାହ ଫଟୋ ଖୁବ୍ ସେୟ।ର କର।ଯ।ଇଛି । ଏହି କ।ର୍ଯ୍ୟକ୍ରମରେ ମୌନିଙ୍କର ବହୁ ନିକଟତର ବନ୍ଧୁମ।ନେ ସ।ମିଲ୍ ଥିଲେ । ପୂର୍ବରୁ ସେମ।ନଙ୍କର ବିବ।ହ ଦୁବ।ଇରେ ହେବ। ନେଇ କୁହ।ଯ।ଉଥିଲ। କିନ୍ତୁ ଏହ।କୁ ବଦଳ।ଇ ଦୁହେଁ ଗୋଆରେ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।




