ଅଭିନୟ ନା ବିଜନେସ୍‍ କ’ଣ କରିବେ ସାହିଦଙ୍କ ପତ୍ନୀ !

ସମୟ ଲାଇଭ୍‍,୨୮/୧୧:  ବଲିଉଡ଼ର ଚର୍ଚ୍ଚିତ ଯୋଡ଼ି ସାହିଦ କପୁର ଓ ପତ୍ନୀ ମୀରାଙ୍କୁ ନେଇ କିଛି ନା କିଛି ଖବର ସୋସିଆଲ ମିଡ଼ିଆରେ ଘୂରିବୁଲୁଥାଏ। ତେବେ ନିକଟରେ ମୀରା ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଏହି ଦମ୍ପତ୍ତି। ବାସ୍ତବରେ ମୀରା ଜଣେ ବିଜନେସ୍‍ ଓମ୍ୟାନ ହେବାକୁ ଚାହୁଁଛନ୍ତି। ସେ ଖୁବ୍‍ ଶୀଘ୍ର ଏକ ରେସ୍ତୋରାଁ ଖୋଲିବାକୁ ଯାଉଛନ୍ତି। ତେବେ ଏହି ରେସ୍ତୋରାଁରେ କେବଳ ଭେଜ୍‍ […]

Samaya Live Picture
Published On

ସମୟ ଲାଇଭ୍‍,୨୮/୧୧:  ବଲିଉଡ଼ର ଚର୍ଚ୍ଚିତ ଯୋଡ଼ି ସାହିଦ କପୁର ଓ ପତ୍ନୀ ମୀରାଙ୍କୁ ନେଇ କିଛି ନା କିଛି ଖବର ସୋସିଆଲ ମିଡ଼ିଆରେ ଘୂରିବୁଲୁଥାଏ। ତେବେ ନିକଟରେ ମୀରା ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଏହି ଦମ୍ପତ୍ତି। ବାସ୍ତବରେ ମୀରା ଜଣେ ବିଜନେସ୍‍ ଓମ୍ୟାନ ହେବାକୁ ଚାହୁଁଛନ୍ତି। ସେ ଖୁବ୍‍ ଶୀଘ୍ର ଏକ ରେସ୍ତୋରାଁ ଖୋଲିବାକୁ ଯାଉଛନ୍ତି। ତେବେ ଏହି ରେସ୍ତୋରାଁରେ କେବଳ ଭେଜ୍‍ ଖାଦ୍ୟ ପରଷାଯିବ। ଏଥିପାଇଁ ମୀରା ଜାଗା ଖୋଜିବାରେ ଲାଗିପଡ଼ିଛନ୍ତି। ସେ ବାନ୍ଦ୍ରାସ୍ଥିତ ଜୁହୁ ଅଞ୍ଚଳରେ ଏହି ରେସ୍ତୋରାଁ ପେଇ ଁ ଜାଗା ଖୋଜୁଥିବା ଜଣାପଡ଼ିଛି। ଏହାସହ ସେ ରେସ୍ତୋରାଁ ପାଇଁ ସୈଫ୍‍ ଖେୋଜିବା ମଧ୍ୟ ଆରମ୍ଭ କରିପାରନ୍ତି।

Tags: