ବିବାଦରେ ମାଧୁରୀ

କାନାଡାର ଟୋରଣ୍ଟୋରେ କିଛି ଦିନତଳେ ମାଧୁରୀ ଦିକ୍ଷୀତଙ୍କର ଏକ ଶୋର ଆୟୋଜନ କରାଯାଇଥିଲା । ତେବେ ଏହି ଶୋକୁ ନେଇ ମାଧୁରୀ ବିବାଦରେ ଫସିଥିବା ଦେଖିବାକୁ ମିଳିଛି । ଶୋରେ ମଧୁରୀ ବିଳମ୍ବରେ ପହଞ୍ଚିଥିବାନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଇଥିବାର ଦେଖିବାକୁ ମିଳୁଛି । ଇଭେଣ୍ଟକୁ ନେଇ ଦର୍ଶକଙ୍କୁ ମିସଲିଡ କରାଯାଇଥିବା ନେଇ ସେମାନେ ଅଭିଯୋଗ କରୁଛନ୍ତି । ଏହି ଇଭେଣ୍ଟକୁ କନର୍ସଟ ଭଳି ବିଜ୍ଞାପନ କରାଯାଇଥିଲେ ବି […]

ବିବାଦରେ ମାଧୁରୀ

କାନାଡାର ଟୋରଣ୍ଟୋରେ କିଛି ଦିନତଳେ ମାଧୁରୀ ଦିକ୍ଷୀତଙ୍କର ଏକ ଶୋର ଆୟୋଜନ କରାଯାଇଥିଲା । ତେବେ ଏହି ଶୋକୁ ନେଇ ମାଧୁରୀ ବିବାଦରେ ଫସିଥିବା ଦେଖିବାକୁ ମିଳିଛି । ଶୋରେ ମଧୁରୀ ବିଳମ୍ବରେ ପହଞ୍ଚିଥିବାନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଇଥିବାର ଦେଖିବାକୁ ମିଳୁଛି । ଇଭେଣ୍ଟକୁ ନେଇ ଦର୍ଶକଙ୍କୁ ମିସଲିଡ କରାଯାଇଥିବା ନେଇ ସେମାନେ ଅଭିଯୋଗ କରୁଛନ୍ତି । ଏହି ଇଭେଣ୍ଟକୁ କନର୍ସଟ ଭଳି ବିଜ୍ଞାପନ କରାଯାଇଥିଲେ ବି ଏହା ଏକ ଟକ୍‌ଶୋ ଥିଲା । ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ଦର୍ଶକ ନିଜର ଅସନ୍ତୋଷ ଜାହିର କରିଛନ୍ତି । ହେଲେ ଆୟୋଜକ ଜାରି କରିଥିବା ଷ୍ଟେଟମେଣ୍ଟରେ ଭୁଲ ମାଧୁରୀଙ୍କ ଟିମ୍‌କୁ ଦେଇଛନ୍ତି । ସେମାନ ଭୁଲ ସମୟ ଦେଇଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଆୟୋଜକ ନିଜ ମନ୍ତବ୍ୟରେ କହିଛନ୍ତି । ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଆଲୋଚନା ଜାରି ରହିଛି ।

Read More ବିବାହକୁ ନେଇ ଚର୍ଚ୍ଚା

Tags: