ଲାଇମ ରୋଗ

ଲାଇମ ରୋଗ କହିଲେ କଣ?ଜୀବାଣୁ ହେଉଛି ଲାଇମ ରୋଗର କାରଣ । ବୋରେଲିଆ ନାମକ ଜୀବାଣୁରୁ ଲାଇମ ରୋଗ ହୁଏ । ସାଧରଣତଃ ମଣିିିିିିଷ ବହନ କରୁଥିବା ଜୀବାଣୁ ଟିକ୍‌ କାମୁଡାରୁ ଲାଇମ ରୋଗ ହୋଇଥାଏ । ଯାହା ଛୋଟ ଦାଗ ସଦୃଶ ଦେଖାଯାଏ । ଯେପରି ଏକ ମଶା କାମୁଡିବା ଭଳି । ଟିକ୍‌ ଯାହା ବୋରେଲିଆ ଜୀବାଣୁ ଯୁକ୍ତରାଷ୍ଟ୍ରର ଅଧିକାଂଶ ସ୍ଥାନରେ ରହିଥାଏ । ମାତ୍ର ମଧ୍ୟ-ପଶ୍ଚିମ ଏବଂ ଉତ୍ତର- ପୂର୍ବ ଏବଂ ମଧ୍ୟ-ଆଟଲାଣ୍ଟିକ୍‌ […]

Samaya Live Picture
Published On

ଲାଇମ ରୋଗ କହିଲେ କଣ?ଜୀବାଣୁ ହେଉଛି ଲାଇମ ରୋଗର କାରଣ । ବୋରେଲିଆ ନାମକ ଜୀବାଣୁରୁ ଲାଇମ ରୋଗ ହୁଏ । ସାଧରଣତଃ ମଣିିିିିିଷ ବହନ କରୁଥିବା ଜୀବାଣୁ ଟିକ୍‌ କାମୁଡାରୁ ଲାଇମ ରୋଗ ହୋଇଥାଏ । ଯାହା ଛୋଟ ଦାଗ ସଦୃଶ ଦେଖାଯାଏ । ଯେପରି ଏକ ମଶା କାମୁଡିବା ଭଳି । ଟିକ୍‌ ଯାହା ବୋରେଲିଆ ଜୀବାଣୁ ଯୁକ୍ତରାଷ୍ଟ୍ରର ଅଧିକାଂଶ ସ୍ଥାନରେ ରହିଥାଏ । ମାତ୍ର ମଧ୍ୟ-ପଶ୍ଚିମ ଏବଂ ଉତ୍ତର- ପୂର୍ବ ଏବଂ ମଧ୍ୟ-ଆଟଲାଣ୍ଟିକ୍‌ ରାଜ୍ୟ ଗୁଡକରେ ଅଧିକ ଲାଇମ ରୋଗୀ ଦେଖାଯାନ୍ତି । ଏହି ରୋଗ ସାଧାରଣତଃ ଘାସ, ଶାଳ, କାଠ ଥିବା ସ୍ଥାନରୁ ହୋଇଥାଏ । ଏଗୁଡିକ ବସନ୍ତ, ଗ୍ରୀଷ୍ମ ସମୟରେ ଅଧିକ ସଂକ୍ରମଣର ହେବାର ଆଶଙ୍କା ଥାଏ । ଏହାର ଲକ୍ଷଣ ଭାବେ ଜ୍ୱର, ମୁଣ୍ଡବିନ୍ଧା, ଅଧିକ ଥMା, ମାଂସପେଶୀ ଯନ୍ତ୍ରଣା, ଶରୀର ଅଙ୍ଗରେ ଦାଗ, ବେକ ଯନ୍ତ୍ରଣା, ହାତ କିମ୍ବା ପାଦରେ ଯନ୍ତ୍ରଣା, ଆଖିଫୁଲା, ଦୃଷ୍ଟି ଶକ୍ତି ହରାଇବା ଆଦି ହୋଇଥାଏ । ତେଣୁ ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଏଭଳି ଲକ୍ଷଣ ଦେଖାଯାଏ , ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: