ହସପିଟାଲରେ ଲତା ମଙ୍ଗେସକର

ସମୟ ଲାଇଭ୍‍,୧୨/୧୧: କୋକିଳକଣ୍ଠି ଲତା ମଙ୍ଗେସକର୍‍ଙ୍କୁ ଗତକାଲି ରାତିରେ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସଂକ୍ରମଣଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାକୁ ଳତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଚିକିତ୍ସକ କହିଛନ୍ତି। ସେହିପରି ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭଲ ଥିବା ଭଉଣୀ ଉଷା ମଙ୍ଗେସକର ପ୍ରତିକ୍ରିୟାରେ କହିଛନ୍ତି। ତେବେ ଅଭିନେତ୍ରୀ ହେମାମାଳିନୀ ଲତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଟ୍ୱିଟ କରିଛନ୍ତି। ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଚନ୍ତି […]

Samaya Live Picture
Published On

ସମୟ ଲାଇଭ୍‍,୧୨/୧୧: କୋକିଳକଣ୍ଠି ଲତା ମଙ୍ଗେସକର୍‍ଙ୍କୁ ଗତକାଲି ରାତିରେ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସଂକ୍ରମଣଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାକୁ ଳତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଚିକିତ୍ସକ କହିଛନ୍ତି। ସେହିପରି ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭଲ ଥିବା ଭଉଣୀ ଉଷା ମଙ୍ଗେସକର ପ୍ରତିକ୍ରିୟାରେ କହିଛନ୍ତି। ତେବେ ଅଭିନେତ୍ରୀ ହେମାମାଳିନୀ ଲତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଟ୍ୱିଟ କରିଛନ୍ତି। ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଚନ୍ତି ହେମାମାଳିନୀ।

Tags: