ଶୈଫ କାଟୁଛନ୍ତି ଚୁଟି!
ଦେଶରେ ଚାଲିଛି ଲକ୍ଡାଉନ୍। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ ଟାଇମ୍ ସ୍ପେଣ୍ଡ କରୁଛନ୍ତି। ବିଶେଷ ଭାବେ ଘରଲୋକଙ୍କ ପାଇଁ ହାତରେ ସମୟ ନ ଥିବା ସେଲିବ୍ରିଟିମାନେ ଏବେ ଅଧିକାଂଶ ସମୟ ନିଜ ପରିବାର ସହ କାଟୁଛନ୍ତି। ଆଉ ଏହାର କିଛି ଫଟୋ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ବଲିଉଡ୍ ବେବୋ କରିନା କପୁର ଖାଁ ପୁଅ ତୈମୁର ଓ ସ୍ବାମୀ ଶୈଫ ଅଲି ଖାଁଙ୍କର ଏକ ଫଟୋ ସୋସିଆଲ […]
ଦେଶରେ ଚାଲିଛି ଲକ୍ଡାଉନ୍। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ ଟାଇମ୍ ସ୍ପେଣ୍ଡ କରୁଛନ୍ତି। ବିଶେଷ ଭାବେ ଘରଲୋକଙ୍କ ପାଇଁ ହାତରେ ସମୟ ନ ଥିବା ସେଲିବ୍ରିଟିମାନେ ଏବେ ଅଧିକାଂଶ ସମୟ ନିଜ ପରିବାର ସହ କାଟୁଛନ୍ତି। ଆଉ ଏହାର କିଛି ଫଟୋ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି।
ବଲିଉଡ୍ ବେବୋ କରିନା କପୁର ଖାଁ ପୁଅ ତୈମୁର ଓ ସ୍ବାମୀ ଶୈଫ ଅଲି ଖାଁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ସେହି ଫଟୋରେ ଲକ୍ଡାଉନ ସମୟରେ ଘରେ ରହି ଶୈଫ ପୁଅ ତୈମୁରଙ୍କ ଚୁଟି କାଟୁଥିବା ଦେଖାଯାଇଛି। ଏହି ଫଟୋ ସହ କରିନା କ୍ୟାପଶନରେ ଲେଖିଛନ୍ତି, ହେୟାର କଟ୍ କାହାକୁ ଦରକାର?
View this post on InstagramA post shared by Kareena Kapoor Khan (@kareenakapoorkhan) on
Tags:





