ପିତା ହେଲେ କପିଲ

ସମୟ ଲାଇଭ୍‍, ୧୦/୧୨: ହାସ୍ୟଭିନେତା କପିଲ ଶର୍ମା ପିତା ହୋଇଛନ୍ତି। ପତ୍ନୀ ଗିନି ଚତରଥ୍‍ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ମିଳିଛି। ଗତବର୍ଷ ଡ଼ିସେମ୍ବରରେ କପିଲ ଗିନ୍ନିଙ୍କୁ ବିବାହ କରିଥିବାବେଳେ ଗିନି ଗର୍ଭବତୀ ଥିବା ଜୁଲାଇମାସରେ କପିଲ କହିଥିଲେ। ତେବେ ଏଥିରେ କପିଲଙ୍କ ନିକଟକୁ ପ୍ରଶଂସକଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Samaya Live Picture
Published On

ସମୟ ଲାଇଭ୍‍, ୧୦/୧୨: ହାସ୍ୟଭିନେତା କପିଲ ଶର୍ମା ପିତା ହୋଇଛନ୍ତି। ପତ୍ନୀ ଗିନି ଚତରଥ୍‍ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ମିଳିଛି।
ଗତବର୍ଷ ଡ଼ିସେମ୍ବରରେ କପିଲ ଗିନ୍ନିଙ୍କୁ ବିବାହ କରିଥିବାବେଳେ ଗିନି ଗର୍ଭବତୀ ଥିବା ଜୁଲାଇମାସରେ କପିଲ କହିଥିଲେ। ତେବେ ଏଥିରେ କପିଲଙ୍କ ନିକଟକୁ ପ୍ରଶଂସକଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Tags: