ପୁଣି ହେବ ହାଉସଫୁଲ୍
ଅକ୍ଷୟ କୁମାରଙ୍କର ହାଉସ୍ ଫୁଲ ସିରିଜ୍ ପାଇଁ ଦର୍ଶକ ସବୁବେଳେ ଅପେକ୍ଷା କରିଥାଆନ୍ତି । ତେବେ ଫ୍ୟାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଖିଲାଡି କୁମାର । ହାଉସଫୁଲ୍ ୫ର ରିଲିଜ୍ ଡେଟ୍ ଆନାଉସମେଣ୍ଟ୍ ହୋଇଛି । ଏହି ସୂଚନା ନିଜେ ଅକ୍ଷୟ କୁମାର ଫ୍ୟାନଙ୍କୁ ଦେଇଛନ୍ତି । ହାଉସ ଫୁଲ-୫ରେ ଦର୍ଶକ ପାଞ୍ଚଗୁଣା ଅଧିକ ପାଗଳପଣ ଦେଖିବେ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି । ୨୦୨୪ ଦିପାବଳୀ ଅବସରରେ ଏହାକୁ ରିଲିଜ୍ କରାଯିବ ବୋଲି ସେ […]
ଅକ୍ଷୟ କୁମାରଙ୍କର ହାଉସ୍ ଫୁଲ ସିରିଜ୍ ପାଇଁ ଦର୍ଶକ ସବୁବେଳେ ଅପେକ୍ଷା କରିଥାଆନ୍ତି । ତେବେ ଫ୍ୟାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଖିଲାଡି କୁମାର । ହାଉସଫୁଲ୍ ୫ର ରିଲିଜ୍ ଡେଟ୍ ଆନାଉସମେଣ୍ଟ୍ ହୋଇଛି । ଏହି ସୂଚନା ନିଜେ ଅକ୍ଷୟ କୁମାର ଫ୍ୟାନଙ୍କୁ ଦେଇଛନ୍ତି । ହାଉସ ଫୁଲ-୫ରେ ଦର୍ଶକ ପାଞ୍ଚଗୁଣା ଅଧିକ ପାଗଳପଣ ଦେଖିବେ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି । ୨୦୨୪ ଦିପାବଳୀ ଅବସରରେ ଏହାକୁ ରିଲିଜ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହି ଖବର ପରେ ଫ୍ୟାନଙ୍କ ମଧ୍ୟରେ ବେଶ୍ ଏକ୍ସାଇଟମେଣ୍ଟ୍ ଦେଖିବାକୁ ମିଳିଛି । କମେଡି କିଙ୍ଗ ଅକ୍ଷୟ କୁମାରଙ୍କ କମେଡି ଦେଖିବାକୁ ଦର୍ଶକମାନେ ମଧ୍ୟ ଚାହିଁ ରହିଛନ୍ତି । ପୂର୍ବରୁ ହାଉସଫୁଲ ସିରିଜକୁ ଦର୍ଶକ ଖୁବ ଭଲପାଇବା ଦେଇଛନ୍ତି । ହାଉସଫୁଲ୍ ୫ ସହିତ ଅକ୍ଷୟଙ୍କର ଓ ମାଇ ଗଡ -୨, ବଡେ ମିୟାଁ ଛୋଟେ ମିୟାଁ ମଧ୍ୟ ପରଦାକୁ ଆସିବାକୁ ଯାଉଛି । ତେଣୁ ଆଗକୁ ଅକ୍ଷୟଙ୍କ ଫ୍ୟାନଙ୍କ ପାଇଁ ବେଶ୍ କିଛି ଭଲ ପ୍ରୋଜେକଫ ଆସିବାକୁ ଯାଉଛି ।




