‘ନିକ୍କମା’ ଶିଳ୍ପା କରିବେ ‘ହଙ୍ଗମା’

ସମୟ ଲାଇଭ୍‍,୨/୧୧: ନିଜର ଫିଗର୍‍ ଓ ଫିଟନେସ୍‍ ପାଇଁ ସବୁବେେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ଼୍‍ ଅଭିନେତ୍ରୀ ଶଳ୍ପା ସେଟ୍ଟୀ ଏବେ ଫିଲ୍ମରେ ନଜର ଆସୁନାହାନ୍ତି। ତେବେ ଏବେ ସେ ଏକାଥରକେ ଦୁଇଟି ଫିଲ୍ମରେ ଦର୍ଶକଙ୍କ ମନୋରଞ୍ଜନ କରିବେ।ସେ ଫିଲ୍ମ ‘ନିକ୍କମା’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଫିଲ୍ମ ‘ନିକ୍କମା’ ହିରୋଇନ୍‍ ଶିଳ୍ପା ଆଉ ଏକ ଫିଲ୍ମ ସାଇନ୍‍ କରିଥିବା ଜଣାପଡ଼ିଛି। ୨୦୨୦ରେ ଏହି ଫିଲ୍ମ ‘ହଙ୍ଗାମା-୨’ ପରଦାକୁ ଆସିବ। ଏହି ଫିଲ୍ମରେ ସେ ପରେଶ ରାୱଲଙ୍କ […]

Samaya Live Picture
Published On

ସମୟ ଲାଇଭ୍‍,୨/୧୧: ନିଜର ଫିଗର୍‍ ଓ ଫିଟନେସ୍‍ ପାଇଁ ସବୁବେେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ଼୍‍ ଅଭିନେତ୍ରୀ ଶଳ୍ପା ସେଟ୍ଟୀ ଏବେ ଫିଲ୍ମରେ ନଜର ଆସୁନାହାନ୍ତି। ତେବେ ଏବେ ସେ ଏକାଥରକେ ଦୁଇଟି ଫିଲ୍ମରେ ଦର୍ଶକଙ୍କ ମନୋରଞ୍ଜନ କରିବେ।ସେ ଫିଲ୍ମ ‘ନିକ୍କମା’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି।

ତେବେ ଫିଲ୍ମ ‘ନିକ୍କମା’ ହିରୋଇନ୍‍ ଶିଳ୍ପା ଆଉ ଏକ ଫିଲ୍ମ ସାଇନ୍‍ କରିଥିବା ଜଣାପଡ଼ିଛି। ୨୦୨୦ରେ ଏହି ଫିଲ୍ମ ‘ହଙ୍ଗାମା-୨’ ପରଦାକୁ ଆସିବ। ଏହି ଫିଲ୍ମରେ ସେ ପରେଶ ରାୱଲଙ୍କ ବିପକ୍ଷରେ ଅଭିନୟ କରିବେ। ୨୦୧୪ ଫିଲ୍ମ ‘ଢ଼ିସ୍କିଆଉଁ’ରେ ତାଙ୍କୁ ଆଇଟମ୍‍ ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲେ ମଧ୍ୟ ଦୀର୍ଘ ୧୩ ବର୍ଷ ପରେ ସେ ଚଳଚ୍ଚିତ୍ର ଅଭିନୟ କରୁଛନ୍ତି।
ତେବେ ‘ହଙ୍ଗାମା-୨’ ଏକ ହାସ୍ୟାଭିମୁଖୀ ଫିଲ୍ମ ହୋଇଥିବାରୁ ଏଥିରେ ଅଭିନୟ କରିବାକୁ ମଜା ଲାଗିବ ବୋଲି ଶିଳ୍ପା କହିଛନ୍ତି।

Tags: