ଗୁଥି ଜଣାଇଲେ କପ୍ପୁଙ୍କୁ ଶୁଭକାମନା
ସମୟ ଲାଇଭ୍,୯/୧୨: ଲୋକପ୍ରିୟ ଧାରାବାହିକ ‘କମେଡ଼ି ନାଇଟସ୍ ୱିଥ୍ କପିଲ୍’ର ହାସ୍ୟାଭିନେତା ଗୁଥି ଅର୍ଥାତ୍ ସୁନୀଲ ଗ୍ରୋଭର୍ କପିଲ ଶର୍ମାଭ୍କୁ ଅଭିନନ୍ଦନ ଜଣାିଛନ୍ତି। କପିଲ ପିତା ହେବା ଖୁସିରେ ସୁନୀଲ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏଥିରେ କପିଲ ଓ ସୁନୀଲଙ୍କ ମଧ୍ୟରେ ଥିବା ମନାନ୍ତର ଦୂର ହୋଇଛି ବୋଲି ପ୍ରଶଂସକ ମନେ କରୁଛନ୍ତି। ସୂଚନା ଥାଉ କି, ହାସ୍ୟଭିନେତା କପିଲ ଶର୍ମା ପିତା ହୋଇଛନ୍ତି। ପତ୍ନୀ ଗିନି ଚତରଥ୍ ଏକ କନ୍ୟା ସନ୍ତାନକୁ […]
ସମୟ ଲାଇଭ୍,୯/୧୨: ଲୋକପ୍ରିୟ ଧାରାବାହିକ ‘କମେଡ଼ି ନାଇଟସ୍ ୱିଥ୍ କପିଲ୍’ର ହାସ୍ୟାଭିନେତା ଗୁଥି ଅର୍ଥାତ୍ ସୁନୀଲ ଗ୍ରୋଭର୍ କପିଲ ଶର୍ମାଭ୍କୁ ଅଭିନନ୍ଦନ ଜଣାିଛନ୍ତି। କପିଲ ପିତା ହେବା ଖୁସିରେ ସୁନୀଲ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏଥିରେ କପିଲ ଓ ସୁନୀଲଙ୍କ ମଧ୍ୟରେ ଥିବା ମନାନ୍ତର ଦୂର ହୋଇଛି ବୋଲି ପ୍ରଶଂସକ ମନେ କରୁଛନ୍ତି।
ସୂଚନା ଥାଉ କି, ହାସ୍ୟଭିନେତା କପିଲ ଶର୍ମା ପିତା ହୋଇଛନ୍ତି। ପତ୍ନୀ ଗିନି ଚତରଥ୍ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ମିଳିଛି।
ଗତବର୍ଷ ଡ଼ିସେମ୍ବରରେ କପିଲ ଗିନ୍ନିଙ୍କୁ ବିବାହ କରିଥିବାବେଳେ ଗିନି ଗର୍ଭବତୀ ଥିବା ଜୁଲାଇମାସରେ କପିଲ କହିଥିଲେ।
Tags:




