‘ତୁଳସି ଅପା’ପ୍ରଥମ ଓଡ଼ିଆ ଫିଚର ଫିଲ୍ମଭାବ ଆମାଜନ ବୁକରେ ପାଇଲା ସ୍ଥାନ

ସମୟ ଲାଇଭ,୯/୧୧: ବର୍ଷିୟାନ ଚଳଚ୍ଚିତ୍ର ନିର୍ମାତା ତଥଶ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କ ଶେଷ ଚଳଚ୍ଚିତ୍ର ତଥା ଓଡ଼ିଶାର ପ୍ରଥମ ବାୟୋପିକ୍‌ ‘ତୁଳସୀ ଅପା’ ପ୍ରଥମ ଓଡ଼ିଆ ଫିଚର୍‌ ଫିଲ୍ମ ଭାବେ ଆମାଜନର ପ୍ରାଇମ ଭିଡିଓ ସୂଚୀରେ ସ୍ଥାନଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଉଚ୍ଚ ପ୍ରଶଂସା ଓ ପୁରସ୍କାର ସାଉଁଟିଥିବା ‘ତୁଳସୀ ଅପା’କୁ ଏବେ ବିଶ୍ବର ସବୁ ଦେଶର ଦର୍ଶକ ଦେଖିବାର ସୁଯୋଗ ପାଇ ପାରିବେ। ଓଡ଼ିଶାର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀକୁ […]

Samaya Live Picture
Published On

ସମୟ ଲାଇଭ,୯/୧୧: ବର୍ଷିୟାନ ଚଳଚ୍ଚିତ୍ର ନିର୍ମାତା ତଥଶ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କ ଶେଷ ଚଳଚ୍ଚିତ୍ର ତଥା ଓଡ଼ିଶାର ପ୍ରଥମ ବାୟୋପିକ୍‌ ‘ତୁଳସୀ ଅପା’ ପ୍ରଥମ ଓଡ଼ିଆ ଫିଚର୍‌ ଫିଲ୍ମ ଭାବେ ଆମାଜନର ପ୍ରାଇମ ଭିଡିଓ ସୂଚୀରେ ସ୍ଥାନଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଉଚ୍ଚ ପ୍ରଶଂସା ଓ ପୁରସ୍କାର ସାଉଁଟିଥିବା ‘ତୁଳସୀ ଅପା’କୁ ଏବେ ବିଶ୍ବର ସବୁ ଦେଶର ଦର୍ଶକ ଦେଖିବାର ସୁଯୋଗ ପାଇ ପାରିବେ। ଓଡ଼ିଶାର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀକୁ ନେଇ ୨୦୧୫ରେ ନିର୍ମିତ ହୋଇଥିବା ଏହି ନିଆରା ଚଳଚ୍ଚିତ୍ରଟି ୬ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହ ତେହରାନ, ବେଙ୍ଗାଲୁରୁ, କୋଲକାତାରେ ଅଫିସିଆଲ ଏଣ୍ଟ୍ରି ଭାବେ ପ୍ରଦର୍ଶିତ ହୋଇସାରିଛି।

 

Tags: