ବିବାହକୁ ନେଇ ଚର୍ଚ୍ଚା

ବିବାହକୁ ନେଇ ଚର୍ଚ୍ଚା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସୁପରହିରୋ ସଲମାନ

ବିଗ୍ ବସ ବିଜେତା ତଥା ଟେଲି ଭିଜନର ପପୁଲାର ନାୟିକା ତେଜସ୍ବୀ ପ୍ରକାଶ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବାନେଇ ସୂଚନା ମିଳିଛି । ଅନେକ ବର୍ଷଧରି ସେ ଅଭିନେତା କରଣ କୁନ୍ଦ୍ରାଙ୍କ ସହିତ ପ୍ରେମ ସମ୍ପର୍କରେ ରହିଛନ୍ତି । ନିକଟରେ ଏକ ପୋଡକାଷ୍ଟରେ ତେଜସ୍ବୀ ବିବାହକୁ ନେଇ ହିଣ୍ଟ ଦେଇଛନ୍ତି । ଯାହାପରେ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଫ୍ୟାନମାନେ ତାଙ୍କୁ ଓ କରଣଙ୍କୁ ଏକାଠି ଦେଖିବାକୁ ଉତ୍ସାହିତ ଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସେହିଭଳି ଉଭୟ ତେଜସ୍ବୀ ଓ କରଣଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ଉଭୟଙ୍କ ସମ୍ପର୍କ ବିଗବସରେ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର ବି ଟାଉନରୁ ଜେଲ

Tags: