କ’ଣ ଦୀପିକା ଗର୍ଭବତୀ ?

ଦୀପିକା ଏମିତି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି। କଥା ହେଲା ଦୀପିକା କଟା ଯାଇଥିବା କଞ୍ଚା ଆମ୍ବର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।  https://www.instagram.com/p/B_t33A_DmF9/?igshid=e30vj42t0jtq ଏହା ସହ ସେ କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି, ଏହା ସବୁଠାରୁ ବେଷ୍ଟ। ବାକି ସବୁଠାରୁ ବହୁତ ଭଲ। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଆଉ ଚୁପ୍‌ ବସିପାରିଲେ ନାହିଁ। ପ୍ରଶ୍ନ ପରେ ପ୍ରଶ୍ନ […]

Samaya Live Picture
Published On

ଦୀପିକା ଏମିତି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି। କଥା ହେଲା ଦୀପିକା କଟା ଯାଇଥିବା କଞ୍ଚା ଆମ୍ବର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

 https://www.instagram.com/p/B_t33A_DmF9/?igshid=e30vj42t0jtq

ଏହା ସହ ସେ କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି, ଏହା ସବୁଠାରୁ ବେଷ୍ଟ। ବାକି ସବୁଠାରୁ ବହୁତ ଭଲ। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଆଉ ଚୁପ୍‌ ବସିପାରିଲେ ନାହିଁ। ପ୍ରଶ୍ନ ପରେ ପ୍ରଶ୍ନ ତାଙ୍କୁ ପଚାରିବା ଆରମ୍ଭ କରିଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, କ’ଣ ଦୀପିକା ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଆଉ ଜଣେ ଖୁସିର ସମୟ ଆସିଥିବା ଲେଖିଛନ୍ତି। ଦୀପିକା ଓ ରଣବୀର ଏହାର ଉତ୍ତର ଦେଇସାରିଥିଲେ ମଧ୍ୟ ସେମାନେ ମାନିବାକୁ ନାରାଜ ଥିବା ଦେଖାଯାଉଛି।

Tags: