ବଡ ପରଦାରେ ସୁହାନା

ଶାହରୁଖ ଖାନ ବର୍ତ୍ତମାନ ନିଜର ଫିଲ୍ମ କିଙ୍ଗକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଫିଲ୍ମଟି କେବଳ ଶାହରୁଖ ନୁହେଁ ତାଙ୍କ ଝିଅ ସୁହାନାଙ୍କ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି । କାରଣ ଏହି ଫିଲ୍ମ ଜରିଆରେ ସୁହାନା ବଡପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାକୁ ନେଇ ଟାଇଟଲ ଭିଡିଓ ମଧ୍ୟ ଜାରି କରାଯାଇଛି, ଯାହା ଫ୍ୟାନଙ୍କ ଭିତରେ ଖୁବ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଶାହରୁଖଙ୍କୁ ଖୁବ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ […]

ବଡ ପରଦାରେ ସୁହାନା

ଶାହରୁଖ ଖାନ ବର୍ତ୍ତମାନ ନିଜର ଫିଲ୍ମ କିଙ୍ଗକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଫିଲ୍ମଟି କେବଳ ଶାହରୁଖ ନୁହେଁ ତାଙ୍କ ଝିଅ ସୁହାନାଙ୍କ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି । କାରଣ ଏହି ଫିଲ୍ମ ଜରିଆରେ ସୁହାନା ବଡପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାକୁ ନେଇ ଟାଇଟଲ ଭିଡିଓ ମଧ୍ୟ ଜାରି କରାଯାଇଛି, ଯାହା ଫ୍ୟାନଙ୍କ ଭିତରେ ଖୁବ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଶାହରୁଖଙ୍କୁ ଖୁବ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ତାଙ୍କୁ ବିଭିନ୍ନ ବୟସର ଲୋକଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯୁବା ଅବସ୍ଥା ସହିତ ଜୀବନର ଏକାଧିକ ଫେଜ ସମ୍ପର୍କରେ ଏହି ଫିଲ୍ମରେ ଦର୍ଶା ଯାଇଛି । ସେହିଭଳି ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିଷେକ ବଚ୍ଚନ ଓ ରାଘବ ଜୁଏଲଙ୍କୁ ଦେଖିବାକୁ ମିଳିବ । ସୁହାନା ବଡପରଦାରେ ଡେବ୍ୟୁ ନିଜ ବାପାଙ୍କ ଫିଲ୍ମରୁ କରୁଥିବାରୁ ବେଶ୍‌ ଖୁସି ଅଛନ୍ତି । ତାଙ୍କ ଫ୍ୟାନମାନେ ମଧ୍ୟ ଉଭୟ ବାପା ଝିଅଙ୍କ ଅଭିନୟ ଦେଖିବାକୁ ଉତ୍କ=ାର ସହିତ ଅପେକ୍ଷା କରିଛନ୍ତି ।

Read More ୨୩ ବର୍ଷ ପରେ ବିବାହ

Tags: