ହୋମ୍ କ୍ୱାରେଣ୍ଟାଇନ୍ରେ ରହିଲେ ଟେଲି ଅଭିନେତ୍ରୀ ଦେବୋଲିନା!
ଟେଲି ଅଭିନେତ୍ରୀ ଗୋପୀ ବୋହୁ ଫେମ୍ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ସୋସାଇଟିରେ ବୁଧବାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଥିପାଇଁ ଦେବୋଲିନା ଏବେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଦେବୋଲିନା ନିଜ ମା’ ଓ ଭାଇଙ୍କ ସହ ରୁହନ୍ତି। ମା’ ଓ ଭାଇ ଆସାମ ଯାଇଥିବା ବେଳେ ଲକ୍ଡାଉନ ଯୋଗୁ ଆଉ ମୁମ୍ବାଇକୁ ଫେରି ପାରିନାହାନ୍ତି। https://www.instagram.com/p/B_zGO9vJycP/?igshid=78yp849nrsew ଫଳରେ ଏବେ ଘରେ ସେ ଏକୁଟିଆ ରହୁଛନ୍ତି। ବୁଧବାର ଉକ୍ତ ସୋସାଇଟିରୁ ଜଣେ […]
ଟେଲି ଅଭିନେତ୍ରୀ ଗୋପୀ ବୋହୁ ଫେମ୍ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ସୋସାଇଟିରେ ବୁଧବାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଥିପାଇଁ ଦେବୋଲିନା ଏବେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଦେବୋଲିନା ନିଜ ମା’ ଓ ଭାଇଙ୍କ ସହ ରୁହନ୍ତି। ମା’ ଓ ଭାଇ ଆସାମ ଯାଇଥିବା ବେଳେ ଲକ୍ଡାଉନ ଯୋଗୁ ଆଉ ମୁମ୍ବାଇକୁ ଫେରି ପାରିନାହାନ୍ତି।
https://www.instagram.com/p/B_zGO9vJycP/?igshid=78yp849nrsew
ଫଳରେ ଏବେ ଘରେ ସେ ଏକୁଟିଆ ରହୁଛନ୍ତି। ବୁଧବାର ଉକ୍ତ ସୋସାଇଟିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେଠାରେ ଏବେ ଆତଙ୍କ ଖେଳିଯାଇଛି। କାରଣ କରୋନା ଆକ୍ରାନ୍ତଙ୍କ ଘରେ ଯେଉଁ ବ୍ୟକ୍ତି କାର୍ଯ୍ୟ କରୁଥିଲେ ସେହି ବ୍ୟକ୍ତି ଦେବୋଲିନାଙ୍କ ଘରେ ମଧ୍ୟ କାମ କରୁଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତାଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିଛି।
https://www.instagram.com/p/B_cNBUQJaWC/?igshid=y3syp37i2998
ଏଥିସହ ତାଙ୍କ ହାତରେ ହୋମ୍ କ୍ୱାରାଣ୍ଟାଇନ୍ର ଏକ ଷ୍ଟାମ୍ପ ମଧ୍ୟ ଲାଗିଥିବା ଜଣାପଡ଼ିଛି। ଯଦି ଏହି ୧୪ ଦିନ ଭିତରେ କୌଣସି ଲକ୍ଷଣ ଦେଖାଯାଏ ତେବେ କରୋନା ଯାଞ୍ଚ କରାଇବେ ବୋଲି ଦେବୋଲିନା କହିଛନ୍ତି।
Tags:




