୯ ବର୍ଷପରେ କମବ୍ୟାକ
ଟିଭି ଅଭିନେତ୍ରୀ ମାହି ବିଜ ବର୍ତ୍ତମାନ ନିଜ ଡିଭର୍ସକୁ ନେଇ ଚର୍ଚ୍ଚାରେ ଥିବାବେଳେ ଆଉ ଏକ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଖୁବଶୀଘ୍ର ମାହି ପରଦାକୁ ଫେରୁଛନ୍ତି, ଏନେଇ ମାହି ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ନିଜ ବ୍ଲଗରେ ମାହି ଏକ ନୂଆ ଧାରାବାହିକରେ ଅଭିନୟ କରିବାନେଇ ସୂଚନା ଦେଇଛନ୍ତି । ଏହି ଧାରାବାହିକର ସୁଟିଂ ମଧ୍ୟ ମାହି ଆରମ୍ଭ କରି ସାରିଛନ୍ତି । ଏହି ଧାରାବାହିକକୁ ନେଇ […]
ଟିଭି ଅଭିନେତ୍ରୀ ମାହି ବିଜ ବର୍ତ୍ତମାନ ନିଜ ଡିଭର୍ସକୁ ନେଇ ଚର୍ଚ୍ଚାରେ ଥିବାବେଳେ ଆଉ ଏକ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଖୁବଶୀଘ୍ର ମାହି ପରଦାକୁ ଫେରୁଛନ୍ତି, ଏନେଇ ମାହି ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ନିଜ ବ୍ଲଗରେ ମାହି ଏକ ନୂଆ ଧାରାବାହିକରେ ଅଭିନୟ କରିବାନେଇ ସୂଚନା ଦେଇଛନ୍ତି । ଏହି ଧାରାବାହିକର ସୁଟିଂ ମଧ୍ୟ ମାହି ଆରମ୍ଭ କରି ସାରିଛନ୍ତି । ଏହି ଧାରାବାହିକକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି । ନିଜର ଦରକାର ସମୟରେ ତାଙ୍କୁ ଏହି କାମଟି ମିଳିଥିବାରୁ ସେ ଖୁବ ଖୁସି ଅଛନ୍ତି, ଏବଂ ମନଦେଇ ପରିଶ୍ରମ କରିବେ ବୋଲି ମତ ଦେଇଛନ୍ତି । ସେହିଭଳି ମାହିଙ୍କ ଫ୍ୟାନଙ୍କ ପାଇଁ ମଧ୍ୟ ଏହା ଏକ ଖୁସି ଖବର, ସେମାନେ ନିଜ ପ୍ରିୟ ହିରୋଇନଙ୍କୁ ପରଦାରେ ଦେଖିବାକୁ ଖୁବ ଏକ୍ସସାଇଟେଡ ଅଛନ୍ତି । ଏହି ଧାରାବାହିକରେ ମାହିଙ୍କୁ ଜଣେ ଟିନ୍ ଏଜରଙ୍କର ମାଆ ଭୂମିକାରେ ଦେଖିବାକୁ ମିଳିବ ।


