ସାଧା ଅନ୍ଦାଜରେ ସେଲିବ୍ରିଟି ପାଳିଲେ ପର୍ବ
ମୁମ୍ବାଇ: ଜାନୁଆରୀ ୧୫: କରୋନ। କଟକଣ। ଭିତରେ ବିଭିନ୍ନ ଲୋକ ବିନା ଆଡମ୍ବରରେ ପାଳିଛନ୍ତି ବିଭିନ୍ନ ପର୍ବ ପର୍ବାଣୀ। ଏହି ଅବସରରେ ବଲିଉଡର ବିଭିନ୍ନ ସେଲିବ୍ରିଟି ନିଜ ଅନ୍ଦାଜରେ ପାଳନ କରିଛନ୍ତି ମକର, ପୋଙ୍ଗଲ ଓ ଲୋହରି ପର୍ବ। ସେଲିବ୍ରିଟିଙ୍କ ସେଲିବ୍ରେସନର ସମୟର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବ।କୁ ମିଳୁଛି । ଏହ।ରି ଭିତରେ ନିଜ ଫଟୋ ସେୟ।ର କରିଛନ୍ତି ନବଦମ୍ପତି ଭିକ୍କି-କ୍ୟ।ଟ । ବିବ।ହ ବନ୍ଧନରେ ଆବଦ୍ଧ ହେବ। ପରେ ଏହି […]
ମୁମ୍ବାଇ: ଜାନୁଆରୀ ୧୫: କରୋନ। କଟକଣ। ଭିତରେ ବିଭିନ୍ନ ଲୋକ ବିନା ଆଡମ୍ବରରେ ପାଳିଛନ୍ତି ବିଭିନ୍ନ ପର୍ବ ପର୍ବାଣୀ। ଏହି ଅବସରରେ ବଲିଉଡର ବିଭିନ୍ନ ସେଲିବ୍ରିଟି ନିଜ ଅନ୍ଦାଜରେ ପାଳନ କରିଛନ୍ତି ମକର, ପୋଙ୍ଗଲ ଓ ଲୋହରି ପର୍ବ। ସେଲିବ୍ରିଟିଙ୍କ ସେଲିବ୍ରେସନର ସମୟର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବ।କୁ ମିଳୁଛି । ଏହ।ରି ଭିତରେ ନିଜ ଫଟୋ ସେୟ।ର କରିଛନ୍ତି ନବଦମ୍ପତି ଭିକ୍କି-କ୍ୟ।ଟ । ବିବ।ହ ବନ୍ଧନରେ ଆବଦ୍ଧ ହେବ। ପରେ ଏହି ଦମ୍ପତି ପ୍ରଥମ ଥର ପ।ଇଁ ଏକ।ଠି ଲୋହଡ଼ୀ ପର୍ବ ପ।ଳନ କରିଛନ୍ତି । ସେପଟେ, ଅକ୍ଷୟ କୁମ।ର ମଧ୍ୟ ଏହି ଉତ୍ସବ ପ।ଳନ କରୁଥିବ। ଦେଖିବ।କୁ ମିଳିଛି । ଗୁଡି ଉଡ।ଉଥିବ। ଏକ ଫଟୋ ସେ ନିଜ ସୋସିଆଲ ମିଡିଆ ଆକ।ଉଣ୍ଟରେ ସେୟ।ର୍ କରିଛନ୍ତି ।ବଲିଉଡ ଅଭିନେତ୍ରୀ ଜୁହି ଚ।ୱଲ। ମଧ୍ୟ ତ।ଙ୍କ ବ।ଲକୋନିରୁ ଦେଖ।ଯ।ଇଥିବ। ସୂର୍ଯ୍ୟଙ୍କ ଚିତ୍ର ସେୟ।ର କରି ଜୁହି ଲେଖିଛନ୍ତି ହ।ପି ମକର ସଂକ୍ର।ନ୍ତି .. !!!ଡ୍ରିମ୍ ଗର୍ଲ ହେମ। ମ।ଲିନି ମଧ୍ୟ ପରିବ।ର ସଦସ୍ୟଙ୍କ ସହିତ ମକର ସଙ୍କ୍ର।ନ୍ତୀଙ୍କ ସହିତ ପୋଙ୍ଗଲ ପର୍ବ ପ।ଳନ କରିଛନ୍ତି । ରୋଷେଇ ଘରେ ଠିଆ ହୋଇଥିବ।ବେଳେ ହେମ। ମ।ଲିନି ନିଜ ଫଟୋ ସେୟ।ର କରିଛନ୍ତି ।




