ବବିଙ୍କ ନୂଆ କବିତା!

ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି ଦୁଃଖଦ ସମୟରେ ବବି ଏକ ସୁନ୍ଦର କବିତା ଲେଖିଛନ୍ତି। ତାଙ୍କର ଏହି କବିତାକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି। ଇତିମଧ୍ୟରେ କରୋନା ଉପରେ ଅନେକ କବିତା ଓ ଗୀତ ତିଆରି ହୋଇଛି। ମାତ୍ର ବବିଙ୍କ ଏହି କବିତା ଅନ୍ୟଠାରୁ ଭିନ୍ନ। ଭୟଭୀତ କିମ୍ବା କାନ୍ଦିବା ପରିବର୍ତ୍ତେ ଏହି କବିତା ମାଧ୍ୟମରେ ବବି ସୁନ୍ଦର ଭବିଷ୍ୟତ […]

Samaya Live Picture
Published On

ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି ଦୁଃଖଦ ସମୟରେ ବବି ଏକ ସୁନ୍ଦର କବିତା ଲେଖିଛନ୍ତି। ତାଙ୍କର ଏହି କବିତାକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି।


ଇତିମଧ୍ୟରେ କରୋନା ଉପରେ ଅନେକ କବିତା ଓ ଗୀତ ତିଆରି ହୋଇଛି। ମାତ୍ର ବବିଙ୍କ ଏହି କବିତା ଅନ୍ୟଠାରୁ ଭିନ୍ନ। ଭୟଭୀତ କିମ୍ବା କାନ୍ଦିବା ପରିବର୍ତ୍ତେ ଏହି କବିତା ମାଧ୍ୟମରେ ବବି ସୁନ୍ଦର ଭବିଷ୍ୟତ ଦେଖାଇବାକୁ ଚେଷ୍ଟା କରିଛନ୍ତି, ଯାହାକୁ ପ୍ରତିଟି ଭାରତୀୟ ଅପେକ୍ଷା କରିଛନ୍ତି।

https://www.instagram.com/tv/B_wwvAvhl4_/?igshid=1tawwszvcm14z

ଏହି କବିତା ମାଧ୍ୟମରେ ବବି କହିଛନ୍ତି ଯେ, ମାତ୍ର କିଛି ଦିନର କଥା…. ଅନ୍ଧାରର ଶତ୍ରୁ ହାରିଯିବ…. ସମସ୍ତ ସ୍ବର ପୁଣିଥରେ ଏକଜୁଟ ହେବ, ସାହାସ ବାନ୍ଧ।

 

Tags: