ଚାର୍ମ ହରାଉଛି ବିଗବସ
ଅଭିନେତ୍ରୀ ହିନା ଖାନ ନିଜର ବିଗବସ ଜର୍ଣ୍ଣିକୁ ନେଇ ସବୁବେଳେ ଲାଇମ ଲାଇଟର ରୁହନ୍ତି । ସେ ନିଜ ସିଜିନ ପରେ ମଧ୍ୟ ଅନେକଥର ଗେଷ୍ଟ ହୋଇ ହାଉସ ଭିତରକୁ ଯାଇଛନ୍ତି । ତେବେ ନିକଟରେ ହିନା ମେକର୍ସଙ୍କ ଉପରେ ରାଗିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଶୋ ତାର ନିଜସ୍ବ ଚାର୍ମ ହରାଇ ସାରିଲାଣି ବୋଲି ହିନା ମତ ଦେଇଛନ୍ତି । ନିକଟରେ ଶୋରେ ହୋଇଥିବା କିଛି ଟାକ୍ସକୁ ହିନା ଫିକ୍ସ ବୋଲି କହିଛନ୍ତି । […]
ଅଭିନେତ୍ରୀ ହିନା ଖାନ ନିଜର ବିଗବସ ଜର୍ଣ୍ଣିକୁ ନେଇ ସବୁବେଳେ ଲାଇମ ଲାଇଟର ରୁହନ୍ତି । ସେ ନିଜ ସିଜିନ ପରେ ମଧ୍ୟ ଅନେକଥର ଗେଷ୍ଟ ହୋଇ ହାଉସ ଭିତରକୁ ଯାଇଛନ୍ତି । ତେବେ ନିକଟରେ ହିନା ମେକର୍ସଙ୍କ ଉପରେ ରାଗିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଶୋ ତାର ନିଜସ୍ବ ଚାର୍ମ ହରାଇ ସାରିଲାଣି ବୋଲି ହିନା ମତ ଦେଇଛନ୍ତି । ନିକଟରେ ଶୋରେ ହୋଇଥିବା କିଛି ଟାକ୍ସକୁ ହିନା ଫିକ୍ସ ବୋଲି କହିଛନ୍ତି । ଏଭଳି ଟାକ୍ସ ଶୋର ପପୁଲାରଟି ଉପରେ ପ୍ରଭାବ ପକାଉଥିବାନେଇ ହିନା ମତ ଦେଇଛନ୍ତି । ତେଣୁ ଏସବୁ ଦିଗ ପ୍ରତି ମେକର୍ସଙ୍କୁ ଧ୍ୟାନ ଦେବାକୁ ହିନା ପରାମର୍ଶ ଦେଇଛନ୍ତି । ଦର୍ଶକ ଏବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ମଧ୍ୟ ହିନା ମତ ଦେଇଛନ୍ତି ।




