୩୮ରେ ଅନୁଷ୍କା

ସମୟ ଲାଇଭ୍‍,୭/୧୧:  ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଯଥେଷ୍ଟ ହିଟ୍‍ ଫିଲ୍ମରେ ଅଭିନୟ କରି ଦକ୍ଷିଣ ଭାରତରେ ପରିଚୟ ହାସଲ କରିଥିଲେ ମଧ୍ୟ ବାହୁବଲୀ-୨ରେ ତାଙ୍କ ଅଭିନୟ ସାରା ଦେଶରେ ତାଙ୍କର ପ୍ରସିଦ୍ଧିକୁ ବହୁଗୁଣିତ କରିଥିଲା। ୧୯୮୧ ନଭେମ୍ବର ୭ରେ ଜନ୍ମିତ ଅନୁଷ୍କା ସିନେମାରେ ଅଭିନୟ କରିବା ପୂର୍ବରୁ ଣେ ଯୋଗ ଶିକ୍ଷୟତ୍ରୀ ଥିଲେ। ବାହୁବଲୀରେ ସହ କଳାକାର ପ୍ରଭାସଙ୍କ ସହ ତାଙ୍କର ଯୋଡ଼ିକୁ ସମସ୍ତେ ପସନ୍ଦ କରିଥିଲେ। […]

Samaya Live Picture
Published On

ସମୟ ଲାଇଭ୍‍,୭/୧୧:  ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଯଥେଷ୍ଟ ହିଟ୍‍ ଫିଲ୍ମରେ ଅଭିନୟ କରି ଦକ୍ଷିଣ ଭାରତରେ ପରିଚୟ ହାସଲ କରିଥିଲେ ମଧ୍ୟ ବାହୁବଲୀ-୨ରେ ତାଙ୍କ ଅଭିନୟ ସାରା ଦେଶରେ ତାଙ୍କର ପ୍ରସିଦ୍ଧିକୁ ବହୁଗୁଣିତ କରିଥିଲା। ୧୯୮୧ ନଭେମ୍ବର ୭ରେ ଜନ୍ମିତ ଅନୁଷ୍କା ସିନେମାରେ ଅଭିନୟ କରିବା ପୂର୍ବରୁ ଣେ ଯୋଗ ଶିକ୍ଷୟତ୍ରୀ ଥିଲେ। ବାହୁବଲୀରେ ସହ କଳାକାର ପ୍ରଭାସଙ୍କ ସହ ତାଙ୍କର ଯୋଡ଼ିକୁ ସମସ୍ତେ ପସନ୍ଦ କରିଥିଲେ। ତେବେ ବାସ୍ତବ ଜୀବନରେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଖବରକୁ ଅଧିକାଂଶ ସମୟ ଏଡ଼ାଇ ଦେଇଛନ୍ତି ଉଭୟ।

Tags: