ପୁଣି ପରଦାକୁ ଫେରୁଛନ୍ତି ଅନୁଷ୍କା

ନୂଆଦିଲ୍ଳୀ: ଜାନୁଆରୀ ୦୬: ଦୀର୍ଘ ସମୟର ବିରତି ପରେ ଅଭିନେତ୍ରୀ ଅନୁଷ୍କ। ଶର୍ମ। ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ବର୍ତ୍ତମ।ନ ଅନୁଷ୍କ। ଶର୍ମ।, ପ୍ରସିଦ୍ଧ ମହିଳ। କ୍ରିକେଟର ଝୁଲନ ଗୋସ୍ୱ।ମୀଙ୍କ ବ।ୟେ।ପିକ୍ରେ ନଜର ଆସିବେ । ନିକଟରେ ବହୁ ପ୍ରତୀକ୍ଷିତ ଫିଲ୍ମ ଚକଦ।ର ସୁଟିଂ ଆରମ୍ଭ ହୋଇଛି। ଅନୁଷ୍କ। ଶର୍ମ।ଙ୍କ ଏହି ଫିଲ୍ମ କ୍ସTT ପ୍ଲ।ଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲ।ଭ କରିବ । ଝୁଲନ ଗୋସ୍ୱ।ମୀ ଜଣେ ଦ୍ରୁତ ବୋଲର ଭାବେ ଅନ୍ତର୍ଜ।ତୀୟ କ୍ରିକେଟରେ ସର୍ବ।ଧିକ ୱିକେଟ୍ […]

Samaya Live Picture
Published On

ନୂଆଦିଲ୍ଳୀ: ଜାନୁଆରୀ ୦୬: ଦୀର୍ଘ ସମୟର ବିରତି ପରେ ଅଭିନେତ୍ରୀ ଅନୁଷ୍କ। ଶର୍ମ। ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ବର୍ତ୍ତମ।ନ ଅନୁଷ୍କ। ଶର୍ମ।, ପ୍ରସିଦ୍ଧ ମହିଳ। କ୍ରିକେଟର ଝୁଲନ ଗୋସ୍ୱ।ମୀଙ୍କ ବ।ୟେ।ପିକ୍ରେ ନଜର ଆସିବେ । ନିକଟରେ ବହୁ ପ୍ରତୀକ୍ଷିତ ଫିଲ୍ମ ଚକଦ।ର ସୁଟିଂ ଆରମ୍ଭ ହୋଇଛି। ଅନୁଷ୍କ। ଶର୍ମ।ଙ୍କ ଏହି ଫିଲ୍ମ କ୍ସTT ପ୍ଲ।ଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲ।ଭ କରିବ । ଝୁଲନ ଗୋସ୍ୱ।ମୀ ଜଣେ ଦ୍ରୁତ ବୋଲର ଭାବେ ଅନ୍ତର୍ଜ।ତୀୟ କ୍ରିକେଟରେ ସର୍ବ।ଧିକ ୱିକେଟ୍ ନେବାର ରେକର୍ଡ ନିଜ ନାମରେ କରିଛିନ୍ତି। ତେବେ ଏପରି କିଛି ଷ୍ଟୋରୀ ଲାଇନକୁ ନେଇ ଫିଲ୍ମର ପ୍ରମୋରେ ଅନୁଷ୍କ। କ୍ରିକେଟର ଝୁଲନ ଗୋସ୍ୱ।ମୀଙ୍କ ଭୂମିକ।ରେ ବଙ୍ଗ।ଳୀ ଭ।ଷ।ରେ ଡ।ଏଲଗ କହୁଥିବ।ର ନଜର ଆସିଥିଲେ ।

ଖବର ଅନୁଯ।ୟୀ ଫିଲ୍ମ ଚକଦ। ଏକ୍ସପ୍ରେସର ସୁଟିଂ ଭ।ରତ ତଥ। ବ୍ରିଟେନରେ କର।ଯିବ। ଏହି ଚଳଚ୍ଚିତ୍ରଟି ଅନୁଷ୍କ। ଶର୍ମ।ଙ୍କ ପ୍ରଡକ୍ସନ୍ ହ।ଉସ୍ କ୍ଲିନ୍ ସ୍ଲେଟ୍ ଫିଲ୍ମଜ୍ ଦ୍ୱ।ର। ନିର୍ମିତ ହେଉଛି । ଏହ।ପୂର୍ବରୁ ଅନୁଷ୍କ। ଏନ୍ଏଚ୍-୧୦, ପରୀ ଏବଂ ପ।ତ।ଲ ଲୋକ ପରି ଲୋକପ୍ରିୟ ୱେବସିରିଜ୍ ପ୍ରସ୍ତୁତ କରିସାରିଛନ୍ତି।