ମୁହଁ ଖୋଲିଲେ ଦୀପିକା

ପିଲ୍ମ ସ୍ପିରିଟ ଓ କଲ୍କି ୨ରୁ ବାହାରିବା ପରେ ମୁହଁ ଖୋଲିଛନ୍ତି ଦୀପିକା । ପ୍ରଥମରୁ ମେଲ ସୁପରଷ୍ଟାରମାନେ ଆଠଘଣ୍ଟା ହିଁ କାମ କରୁଛନ୍ତି । ଏପରିକି ସେମାନେ ଛୁଟି ଦିନରେ ବି କାମ କରିନଥାଆନ୍ତି ବୋଲି ଦୀପିକା ପ୍ରକାଶ କରିଛନ୍ତି । ହେଲେ ତାଙ୍କୁ ଏଥିପାଇଁ ଟାର୍ଗେଟ କରାଯାଇଛି, ଯାହା ତାଙ୍କୁ ଖୁବ ଦୁଃଖ ଦେଇଛି ବୋଲି ଦୀପିକା ପ୍ରକାଶ କରିଛନ୍ତି । ସେମାନଙ୍କର ଏହି କଥାକୁ କେବେ ଆଲୋଚନା କରାଯାଇ ନାହିଁ କି ନ୍ୟୁଜ […]

ମୁହଁ ଖୋଲିଲେ ଦୀପିକା
Samaya Live Picture
Published On

ପିଲ୍ମ ସ୍ପିରିଟ ଓ କଲ୍କି ୨ରୁ ବାହାରିବା ପରେ ମୁହଁ ଖୋଲିଛନ୍ତି ଦୀପିକା । ପ୍ରଥମରୁ ମେଲ ସୁପରଷ୍ଟାରମାନେ ଆଠଘଣ୍ଟା ହିଁ କାମ କରୁଛନ୍ତି । ଏପରିକି ସେମାନେ ଛୁଟି ଦିନରେ ବି କାମ କରିନଥାଆନ୍ତି ବୋଲି ଦୀପିକା ପ୍ରକାଶ କରିଛନ୍ତି । ହେଲେ ତାଙ୍କୁ ଏଥିପାଇଁ ଟାର୍ଗେଟ କରାଯାଇଛି, ଯାହା ତାଙ୍କୁ ଖୁବ ଦୁଃଖ ଦେଇଛି ବୋଲି ଦୀପିକା ପ୍ରକାଶ କରିଛନ୍ତି । ସେମାନଙ୍କର ଏହି କଥାକୁ କେବେ ଆଲୋଚନା କରାଯାଇ ନାହିଁ କି ନ୍ୟୁଜ ହେଡଲାଇନ କରାଯାଇ ନାହିଁ । ସେ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଛି ବୋଲି ଦୀପିକା ପ୍ରକାଶ କରିଛନ୍ତି । ସେହିଭଳି ଭାରତୀୟ ଇଣ୍ଡଷ୍ଟ୍ରୀ କେବେ ବି ଗୋଟିଏ ଇଣ୍ଡଷ୍ଟ୍ରୀ ଭଳି କାମ କରିନାହିଁ ବୋଲି ଦୀପିକା ମତ ପ୍ରକାଶ କରିଛନ୍ତି ।

Tags: