ଅକ୍ଷୟ ପରିଜାଙ୍କ ନାଁ ରେ ଆଉ ଏକ ଅଭିଯୋଗ

ଭୁବନେଶ୍ୱର : ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ I ରଥର ଟଙ୍କା ବିରୋଧରେ ଅଭିଯୋଗ ଆଣିଛନ୍ତି କଳାକାର I ଅକ୍ଷୟଙ୍କ ପ୍ରଯୋଜନା ସଂସ୍ଥା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଅଭିନୟ ପାଇଁ ଚୁକ୍ତି କରି ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆଣିଛନ୍ତି କଳାକାର । ଗତ ଅଢେଇ ମାସ ପୂର୍ବରୁ ସିନେମା ସୁଟିଂ ସାରିଥିଲେ ମଧ୍ୟ ଉକ୍ତ ପ୍ରଯୋଜନା ସଂସ୍ଥା ପାରିଶ୍ରମିକ ଦେଉ ନାହିଁ I ବାରମ୍ବାର ଏ ସମ୍ପର୍କରେ ଅକ୍ଷୟ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ I ରଥର ଟଙ୍କା ବିରୋଧରେ ଅଭିଯୋଗ ଆଣିଛନ୍ତି କଳାକାର I ଅକ୍ଷୟଙ୍କ ପ୍ରଯୋଜନା ସଂସ୍ଥା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଅଭିନୟ ପାଇଁ ଚୁକ୍ତି କରି ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆଣିଛନ୍ତି କଳାକାର । ଗତ ଅଢେଇ ମାସ ପୂର୍ବରୁ ସିନେମା ସୁଟିଂ ସାରିଥିଲେ ମଧ୍ୟ ଉକ୍ତ ପ୍ରଯୋଜନା ସଂସ୍ଥା ପାରିଶ୍ରମିକ ଦେଉ ନାହିଁ I ବାରମ୍ବାର ଏ ସମ୍ପର୍କରେ ଅକ୍ଷୟ ପରିଜାଙ୍କ ଅଫିସରେ ଅଭିଯୋ କଲେ ମଧ୍ୟ କିଛି ଫଳ ମିଳୁ ନାହିଁ I ତେଣୁ ଆଜି ଭୁବନେଶ୍ୱର କଣ୍ଟାବାଡରେ ସୁଟିଂ ଚାଲିଥିବା ବେଳେ କଳାକାର ମାନେ ପହଞ୍ଚି ହଙ୍ଗାମା କରିଥିବା ଚିତ୍ର ସାମ୍ନାକୁ ଆସିଛି

Tags: