happy birthday ଆଲୁ ଅର୍ଜୁନ!

ସାଉଥ୍‌ ଫିଲ୍ଟ ଷ୍ଟାର୍‌ ଆଲୁ ଅର୍ଜୁନ ୩୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲା ଥିବାବେଳେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ଦାମୀ କାର୍‌ ଚଳାଇବା ତାଙ୍କର ସୌକ୍‌। ଏବେ ତାଙ୍କ ପାଖରେ ବହୁ ନାମୀଦାମୀ କମ୍ପାନୀର କାର୍‌ ରହିଛି। ଏହାସହିତ ଆଲୁଙ୍କ ପାଖରେ କୋଟି କୋଟି ଟଙ୍କାର ବହୁମୂଲ୍ୟ ପ୍ରାସାଦ, ଅନେକ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ରହିଛି। ସେ ରୋମାଣ୍ଟିକ୍‌ ଭୂମିକାରେ […]

Samaya Live Picture
Published On

ସାଉଥ୍‌ ଫିଲ୍ଟ ଷ୍ଟାର୍‌ ଆଲୁ ଅର୍ଜୁନ ୩୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ।

ଛୋଟ ପିଲା ଥିବାବେଳେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ଦାମୀ କାର୍‌ ଚଳାଇବା ତାଙ୍କର ସୌକ୍‌। ଏବେ ତାଙ୍କ ପାଖରେ ବହୁ ନାମୀଦାମୀ କମ୍ପାନୀର କାର୍‌ ରହିଛି। ଏହାସହିତ ଆଲୁଙ୍କ ପାଖରେ କୋଟି କୋଟି ଟଙ୍କାର ବହୁମୂଲ୍ୟ ପ୍ରାସାଦ, ଅନେକ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ରହିଛି।

ସେ ରୋମାଣ୍ଟିକ୍‌ ଭୂମିକାରେ ଅଭିନୟ କରିବା ସହିତ ଆକ୍ସନ୍‌ ସିନ୍‌ କରିବାକୁ ବେଶ୍‌ ପସନ୍ଦ କରନ୍ତି।

 

୨୦୧୧ରେ ଆଲୁ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଥିଲେ।

ସମୟ ଲାଇଭ ତରଫରୁ ଜନ୍ମ ଦିନର ଅନେକ  ଅନେକ ଶୁୁୁଭେଚ୍ଛା  ଓ ଶୁଭକାମନା

Tags: